Tag: Abdul Rauf Azhar

‘ଅପରେସନ୍‌ ସିନ୍ଦୁର’ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍‌ ଆଜହର ମୃତ୍ୟୁ

ଅପରେସନ୍ ସିନ୍ଦୂରରେ ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ଅବୁଦୁଲ ରୌଫ୍ ଅଜହର ନିପାତ । ଜୈସ୍-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହର ସାନ ଭାଇ ତଥା ଚର୍ଚ୍ଚିତ କାନ୍ଦାହାର ବିମାନ ହାଇଜ୍ୟାକର ମାଷ୍ଟର ମାଇଣ୍ଡ୍ ଅବୁଦୁଲ ରୌଫ୍ ଅଜହର ନିପାତ ହୋଇଥିବା ଜଣାପଡ଼ିଛି ।…