Tag: Aama bus

Ama Bus Accident In Bhubaneswar: ଜନପଥରେ ବାଇକ୍‌କୁ ଧକ୍କା ଦେଲା ଆମ ବସ୍‌; ଭାଙ୍ଗିଲେ ଦେଲେ ୩ଟି ଆମ ବସ୍

ପୁଣି ଥରେ ରାଜଧାନୀରେ ଆମ ବସ୍ ଆତଙ୍କ ଦେଖାଦେଇଛି । ଜନପଥ ରାସ୍ତାରେ ଏକ ବାଇକୁ ଆମ ବସ୍ ଧକ୍କା ଦେବା ପରେ ଲୋକେ ତାତିଛନ୍ତି । ଫଳରେ ୩ଟା ଆମ ବସ୍ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ଘଟାଇଥିବା…

Women Drivers For ‘Ama Bus’: ଆମ ବସ୍‍ ଚଳାଇବେ ମହିଳା ଡ୍ରାଇଭର

ଆମ ବସ୍‍ ଚଳାଇବେ ମହିଳା ଡ୍ରାଇଭର। ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସେମାନଙ୍କୁ ପୁନେରେ ତାଲିମ ଦିଆଯିବ।…

Ama Bus Fire At Patia Depot: ପଟିଆ ଛକ ନିକଟ ‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ

ପଟିଆ ଛକ ନିକଟ ‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ। ଡିପୋରେ ଥିବା ଗୋଟିଏ ଇଭି ବସ୍‌ରେ ଲାଗିଲା ନିଆଁ । ୨ଟି ଅଗ୍ନିଶମ ଟିମ୍ ଦ୍ବାରା ନିଆଁ ଲିଭା ଉଦ୍ୟମ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଇଲେକ୍ଟ୍ରିକ୍ ବସ୍ ଚାର୍ଜ…

Ama Bus Fire In Bhubaneswar: ରାସ୍ତା ମଝିରେ ଜଳିଗଲା ଆମ ବସ୍

ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଜଳିଗଲା ଆମ ବସ୍‌। ଆଜି ବସଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କଳିଙ୍ଗ ଷ୍ଟୁଡିଓ ଛକରେ ହଠାତ୍‌ ବସରୁ ଧୂଆଁ ବାହାରିବାରୁ ଲାଗିଲା। ଏହାଦେଖି ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ…

Ama Bus Accident: ଆମ ବସ୍‌’ ଧକ୍କାରେ ଅଟୋ ଚାଳକ ମୃତ ଘଟଣା; ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସଂପର୍କୀୟଙ୍କୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। CMRFରୁ ୪ ଲକ୍ଷ ଟଙ୍କା ସହାୟତା ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି । ଏହା ସହ ଏହି ଘଟଣାକୁ ନେଇ…

Ama Bus service: ଆଜି ଦିନ ୩ଟା ପରେ ଆମ ବସ୍‌ ସେବା ବନ୍ଦ

ଆଜି ଦିନ ୩ଟା ପରେ ଆମ ବସ୍‌ ସେବା ବନ୍ଦ । ଆଜି ପବିତ୍ର ଦୀପାବଳି। ଏହାକୁ ଦୃଷ୍ଟିରେ ରଖି CRUT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି।ପୁଣି ଆସନ୍ତାକାଲିରୁ ସ୍ବାଭାବିକ ଭାବେ ଚାଲିବ ‘ଆମ ବସ୍‌’ । ଏ ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍…

ରାଜରାସ୍ତାରେ ଯାତ୍ରୀଙ୍କୁ ମାଡ଼ ମାରିଲେ ଆମ ବସ୍‌ କଣ୍ଡକ୍ଟର

ଭୁବନେଶ୍ବରରେ ଆମ ବସ୍‌ କଣ୍ଡକ୍ଟରଙ୍କ ଦାଦାଗିରି । ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଚାପୁଡ଼ା ମାରିଲେ ‘ଆମ ବସ୍‌’ କଣ୍ଡକ୍ଟର । ବସ୍‌ ଭିତରୁ ବାହାରି ଆସି ବାହାରେ ଚାପୁଡ଼ା ମାରିଥିବା ଜଣାପଡିଛି । ଏହା ସହ ଯାତ୍ରୀଙ୍କୁ ମାରି ମୁଣ୍ଡ ଫଟାଇ ଦେଇଥିବା…

ରାଜଧାନୀରେ ‘ଆମ ବସ୍‌’ ସେବା ଠପ୍‌; ଆନ୍ଦୋଳନକୁ ଓହ୍ଲାଇଛନ୍ତି ବସ କଣ୍ଡକ୍ଟର୍ ଏବଂ ଡ୍ରାଇଭର

ରାଜଧାନୀରେ ଆମ ବସ୍‌ ସେବା ଠପ୍‌ । ରାଜଧାନୀ ଭୁବନେଶ୍ଵରରେ ଆମ ବସ୍ କର୍ମଚାରୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସୁରକ୍ଷା ଦାବିରେ ବସ କଣ୍ଡକ୍ଟର୍ ଏବଂ ଡ୍ରାଇଭରମାନେ ଆନ୍ଦୋଳନ କରିଛନ୍ତି । ଆମ ବସ୍ କର୍ମଚାରୀଙ୍କୁ ମାଡ଼ ମରାଯିବା ପ୍ରତିବାଦରେ…