Tag: 2nd Test

India vs South Africa: ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ବ୍ୟାଟରଙ୍କ ଖାମଖିଆଲି ପ୍ରଦର୍ଶନ; ୨୦୧ ରନ୍‌ରେ ଅଲଆଉଟ୍‌

ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନର ମ୍ୟାଚରେ ଭାରତର ସ୍ଥିତି ଦୟନୀୟ । ଗୌହାଟୀ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ଖାମଖିଆଲି ପ୍ରଦର୍ଶନ ଦେଖିବାକୁ ମିଳିଛି । ୨୦୧ ରନ୍‌ରେ ଅଲଆଉଟ୍‌ ହୋଇଛନ୍ତି ଟିମ୍‌ ଇଣ୍ଡିଆ । ପ୍ରଥମ ଇନିଂସରେ ୪୮୯ କରିଥିବା ଦ.…