ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ । ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଛାତ୍ରଛାତ୍ରୀମାନଙ୍କୁ ସାମରିକ, ଅର୍ଦ୍ଧସାମରିକ, ପୋଲିସ ସେବାରେ ନିୟୋଜନ ପାଇଁ ତାଲିମ ପ୍ରଦାନ କରାଯିବ । ଦେଶ ସେବା ପାଇଁ ‘ସୁଯୋଗ ସୃଷ୍ଟି ସହ NCCକୁ ସଶକ୍ତ କରାଯିବ । ଦେଶ ସେବା ପାଇଁ ସୁଯୋଗ ସୃଷ୍ଟି ସହ NCCକୁ ସଶକ୍ତ କରାଯିବ । ସେ ଆଉ ମଧ୍ୟ କହିଛନ୍ତି ଦେଶ ଭିତରେ ଓ ବାହାରେ ଥିବା ଶତ୍ରୁଙ୍କ ଦମନ ପାଇଁ ପ୍ରଶିକ୍ଷଣ ଦିଆଯିବ । ଦେଶ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । Post navigation ଜାତୀୟ ସୁରକ୍ଷା ପାଇଁ ଯୁବପିଢ଼ିଙ୍କୁ ନାଗରିକ ପ୍ରତିରକ୍ଷାରେ ଯୋଗ ଦେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଟ୍ରମ୍ପ୍ଙ୍କ ଅସ୍ତ୍ରବିରତି ଘୋଷଣା ଟ୍ବିଟ୍; କାଶ୍ମୀର ପ୍ରସଙ୍ଗ ଅନ୍ତର୍ଜାତୀୟକରଣ କରିବାକୁ ଉଦ୍ୟମ ହୋଇଛି: ସଚିନ ପାଇଲଟ୍