ରାଜ୍ୟରେ ବଢ଼ିବାରେ ଲାଗିଛି ନାରୀ ନିର୍ଯାତନା । କିଛି ଦିନ ହେବ ନାରୀ ନିର୍ଯାତନା ମାମଲା ସାମ୍ନାକୁ ଆସୁଥିବା ବେଳେ ଆଜି ଡାକ୍ତରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଷ୍ଟାଫ ନର୍ସ । ରାଜଧାନୀର ଏକ ଘରୋଇ ମେଡିକାଲ୍ କଲେଜର ପ୍ରଫେସରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଷ୍ଟାଫ ନର୍ସ । ସବୁ ଫୋରମ୍ରେ ଅଭିଯୋଗ ଆଣି ନିରାଶ ପରେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରାଯାଇଛି । ଦେଢ଼ ବର୍ଷ ହେଲା ମାନସିକ ଓ ଶାରୀରିକ ନିର୍ଯାତନା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅନ୍ୟପଟେ ଏନେଇ ସମ୍ପୃକ୍ତ ମେଡିକାଲ୍ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି । Post navigation ଡାକ୍ତର କରୁଣାକର ରାଉତଙ୍କୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଉଦିତଙ୍କ ସହଯୋଗୀ ଆୟୁଷ୍ମାନ ସାହୁ ଗିରଫ