ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଫୋନ୍ ଯୋଗେ କଥା ହେଲେ ଉଭୟ ନେତା । ଆଲାସ୍କାରେ ଟ୍ରମ୍ପଙ୍କ ସହ ବୈଠକକୁ ନେଇ ଆଲୋଚନା କରିଥିବା ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି । ମୋଦି କହିଛନ୍ତି ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ଟେଲିଫୋନ କଲ ଓ ଟ୍ରମ୍ପଙ୍କ ସହ ଆଲାସ୍କା ବୈଠକର ତଥ୍ୟ ପାଇଁ ଧନ୍ୟବାଦ ଜଣାଉଛି। ଭାରତ ୟୁକ୍ରେନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସବୁବେଳେ ସମର୍ଥନ କରିଛି ଏବଂ ଏହି ଦିଗରେ ସମସ୍ତ ପ୍ରୟାସକୁ ସମର୍ଥନ କରୁଛି। ଆଗାମୀ ଦିନରେ ଆମର ଆଲୋଚନା ଜାରି ରହିବ ବୋଲି ଆଶା କରୁଛି। Post navigation ଔଦ୍ଧତ୍ୟର ସୀମା ଅତିକ୍ରମ କଲେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ