୫ ଦିନିଆ ଓଡ଼ିଶା ଗସ୍ତରେ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ମୋହନ ଭାଗବତ । ଆଜି ଭୁବନେଶ୍ବରରେ ରହି କାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ । ଏହାପରେ ପୁରୀରେ ୧୦ ଓ ୧୧ରେ ପ୍ରାନ୍ତ ସେବାପ୍ରମୁଖ ବୈଠକରେ ସାମିଲ ରହିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ଓଡିଶା ପ୍ରବାସ ସାରି ଅଗଷ୍ଟ ୧୨ ତାରିଖ ମଧ୍ୟାହ୍ନ ସମୟରେ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ।

Leave a Reply

Your email address will not be published. Required fields are marked *