ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠନ କରିଛନ୍ତି । ପ୍ୟାନେଲରେ ଥିବା ସଦସ୍ୟମାନେ ହେଲେ ଡ଼. ମେଧା ବିଶ୍ରାମ କୁଲକର୍ଣ୍ଣୀ, ଡ଼. ଭଗୱତ କରଦ, ବିବେକ କେ. ତନଖା, ଅଯୋଧ୍ୟା ରାମୀ ରେଡ୍ଡୀ ଆଲା ଓ ଶୁଭାଶିଷ ଖୁଣ୍ଟିଆ। ଏଥିସହ ଏହି ପ୍ୟାନେଲରେ ୫୦% ମହିଳା ସାଂସଦ ରହିଛନ୍ତି ।

ଓଡ଼ିଶାରୁ ସୁଜିତ କୁମାରଙ୍କ ସ୍ଥାନରେ ଶୁଭାଶିଷ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି ।

Leave a Reply

Your email address will not be published. Required fields are marked *