ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍‌ଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶସ୍ତା ହେବ ରେଲୱେ ପ୍ଲାଟଫର୍ମ ଟିକେଟ୍। ପ୍ଲାଟଫର୍ମ ଟିକେଟ୍ କୁ ଜିଏସଟିମୁକ୍ତ କରାଯିବ। ପ୍ରତୀକ୍ଷାଳୟ ଏବଂ ବ୍ୟାଟେରୀ କାର୍ ସୁବିଧା ଜିଏସଟିରୁ ବାଦ୍ ଦିଆଯିବ। ସବୁ ପ୍ରକାରର କ୍ଷୀର ଡବା ଉପରେ ୧୨ % ଜିଏସଟି ସୋଲାର କୁକର ଉପରେ ଲାଗୁ ହେବ ୧୨% ଜିଏସଟି ଲାଗୁ। ପେଟ୍ରୋଲ ଓ ଡିଜେଲକୁ GST ପରିସରକୁ ଆଣିବାକୁ ସରକାର ଆଗ୍ରହୀ।

Leave a Reply

Your email address will not be published. Required fields are marked *