ରତ୍ନଭଣ୍ଡାର ଖୋଲିସାରିଛି। ରତ୍ନଭଣ୍ଡାର ଖୋଲିବା ସମୟରେ ଭିତରେ ଅସୁସ୍ଥ ହୋଇପଡିଲେ ପୁରୀ ଏସପି ପିନାକ ମିଶ୍ର। ସେ ଭିତରେ ଚେତାଶୂନ୍ୟ ହୋଇପଡିଛନ୍ତି। ଚିକିତ୍ସା କରୁଛନ୍ତି ଡାକ୍ତର ସିବିକେ ମହାନ୍ତି। ଏସପିଙ୍କୁ ବାହାରକୁ ଅଣାଯାଉଛି। ଏ ନେଇ ସେବାୟତ କହିଛନ୍ତି କଡା ପାନ ଖାଇ ଅସୁସ୍ଥ ହୋଇପଡିଛନ୍ତି। ହେଲେ ସଠିକ ତଥ୍ୟ ମିଳିନାହିଁ। Post navigation ରତ୍ନଭଣ୍ଡାର ଖୋଲିବା ପରେ ଆସିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଭଙ୍ଗାଗଲା ଭିତର ରତ୍ନଭଣ୍ଡାର ତାଲା