ପିଜି ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ ୫ ଅପରାହ୍ନ ୪ଟାରେ ପିଜି ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ଚଏସ୍‌ ଫିଲିଂ ହେବ । ଅଗଷ୍ଟ ୨୦ ଅପରାହ୍ନ ୪ଟାରେ ପ୍ରଥମ ରାଉଣ୍ଡ ସିଟ୍‌ ଆଲଟମେଣ୍ଟ ହେବ। ସେହିପରି ଅଗଷ୍ଟ ୩୧ରେ ଦ୍ବିତୀୟ ରାଉଣ୍ଡ ସିଟ୍‌ ଆଲଟମେଣ୍ଟ ଲିଷ୍ଟ ଆସିବ। ସେହିପରି ସେପ୍ଟମ୍ବର ୧୦ରେ ପ୍ରକାଶ ପାଇବ ତୃତୀୟ ପର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟ ଲିଷ୍ଟ।

Leave a Reply

Your email address will not be published. Required fields are marked *