ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) -୨୦୨୩ ର ମୁଖ୍ୟ ଲିଖିତ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି ।
 
ଓସିଏସ୍ ମେନ ପରୀକ୍ଷା ଫଳରେ ମୋଟ ୮୦୬ ଜଣ କୃତକାର୍ଯ୍ୟ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ୨୯୩ ଜଣ ମହିଳା ଅଛନ୍ତି । 
 
ଓପିଏସସି ୱେବସାଇଟ (https://opsc.gov.in/) ରେ ରେଜଲ୍ଟ ଉପଲବ୍ଧ ରହିଛି । ଯେଉଁମାନେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କର ମୌଖିକ ପରୀକ୍ଷା ହେବ । ସେଥିପାଇଁ ସେପ୍ଟେମ୍ବର ୬ ତାରିଖରୁ ଇଣ୍ଟରଭ୍ୟୁ ଆରମ୍ଭ ହେବ ।

By Nirvay

Leave a Reply

Your email address will not be published. Required fields are marked *