odisha-cricket-squad-for-vijay-hazare-trophy-announced
ଚୟନ କମିଟି ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ୧୬ ଜଣିଆ ଓଡିଶା କ୍ରିକେଟ ଦଳ ଘୋଷଣା କରିଛି । ବିପ୍ଲବ ସାମନ୍ତରାୟଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ରାଜେଶ ମହାନ୍ତିଙ୍କୁ ଉପ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି ।
 
ବେଙ୍ଗାଲୁରୁରେ ଡିସେମ୍ବର ୨୪ ତାରିଖରୁ ଓଡ଼ିଶା ଏହାର ମ୍ୟାଚ ଖେଳାଯିବ । ୧୬ ଜଣିଆ ଟିମ୍‌ରେ ୭ ଜଣ ପଦାର୍ପଣକାରୀଙ୍କୁ ସୁଯୋଗ ଦିଆଯାଇଛି ।
 
ବିଜୟ ହଜାରେ ଟ୍ରଫି ୨୦୨୫-୨୬ ଡିସେମ୍ବର ୨୪ ତାରିଖରୁ ଜାନୁଆରୀ ୧୮, ୨୦୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୩୮ ଟି ଦଳକୁ ଗ୍ରୁପରେ ବିଭକ୍ତ କରାଯାଇଛି, ଯେଉଁଥିରେ ଶ୍ରେଷ୍ଠ ଦଳଗୁଡ଼ିକ ନକଆଉଟ୍ ପର୍ଯ୍ୟାୟକୁ ଯିବେ ।
 

By Nirvay

Leave a Reply

Your email address will not be published. Required fields are marked *