ଶିମିଳିପାଳ ସୁରକ୍ଷା ବାର୍ତ୍ତା ନେଇ ଆରମ୍ଭ ହୋଇଛି ମିନି ମାରାଥନ । ଉଦ୍ଘାଟନ କରିବା ସହ ନିଜେ ଦୌଡରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ୧୦ କିମି ମାରାଥନରେ ସାମିଲ ହୋଇଛନ୍ତି ୯୦୦ ଛାତ୍ରଛାତ୍ରୀ । ଏହି ଅବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଶିମିଳିପାଳର ସୁରକ୍ଷା ପାଇଁ ଚଳିତ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଏଥିରେ ୫୦ କୋଟିର ବ୍ୟବସ୍ଥା ହୋଇଛି। Post navigation ଖିଚିଂ ପ୍ରସିଦ୍ଧ କିଚକେଶ୍ୱରୀ ମନ୍ଦିରର ବିକାଶ ପାଇଁ ୫୦ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବେଆଇନ ବାଲି ଚାଲାଣ ବେଳେ ଚଢାଉ; ୧୯ଟି ବାଲି ଟ୍ରକ ଜବତ