nuapada-bypoll-congress-releases-40-member-star-campaigner-list
ନୂଆପଡ଼ା ଉପନିର୍ବାଚନ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି (AICC) ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି ।
 
ପ୍ରଚାର ଦଳରେ ପ୍ରମୁଖ ନାମ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସଚିନ ପାଇଲଟ୍ ଏବଂ କଂଗ୍ରେସ ନେତା କନହୈୟା କୁମାର ଅଛନ୍ତି ।
 
ସେହିଭଳି ଓଡି଼ଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପିସିସି ସଭାପତି ଭକ୍ତ ଦାସ, ଓଡିଶା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍, ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ମଧ୍ୟ ସ୍ଥାନ ପାଇଛନ୍ତି ।
 
କହିରଖୁଛୁ ଯେ, ନୂଆପଡ଼ା ଉପନିର୍ବାଚନ ନଭେମ୍ବର ୧୧ ​​ତାରିଖରେ ହେବାକୁ ଯାଉଛି, ଏବଂ ନଭେମ୍ବର ୧୪ ତାରିଖରେ ଗଣତି ହେବ ।
 
ଷ୍ଟାର ପ୍ରଚାରକ ତାଲିକା:
nuapada-bypoll-congress-releases-40-member-star-campaigner-list

By Nirvay

Leave a Reply

Your email address will not be published. Required fields are marked *