NIA gets 18-day remand of 26/11 accused Tahawwur Rana
୧୮ ଦିନିଆ ରିମାଣ୍ଡରେ ଗଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହୱୁର ହୁସେନ ରାଣା । NIA ହେଡକ୍ୱାର୍ଟରେ ଥିବା ସ୍ୱତନ୍ତ୍ର ସେଲରେ ରାଣାକୁ ଜେରା କରାଯିବ ।
 
ଏହି ୧୮ ଦିନ ମଧ୍ୟରେ ରାଣାଠାରୁ ମୁମ୍ବାଇ ଆତଙ୍କୀ ଆକ୍ରମଣର ସବୁ ଷଡଯନ୍ତ୍ରର ଖୁଲାସା କରିବାକୁ ଯୋଜନା ପ୍ରସ୍ତୁତ କରିଛି NIA ।
 
ତହୱୁର ହୁସେନ ରାଣା ଗତକାଲି ଆମେରିକାରୁ ପ୍ରତ୍ୟର୍ପିତ ହୋଇ ଭାରତ ପହଞ୍ଚିବା ପରେ ତାକୁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଗିରଫ କରିଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ ପଟିଆଲା ହାଉସ କୋର୍ଟରେ ରାଣା କୁ ହାଜର କରାଯାଇଥିଲା । 
 

By Nirvay

Leave a Reply

Your email address will not be published. Required fields are marked *