NEET UG 2026 Results Declared: 11.21 Lakh Qualify, 2 Students Top With 715 Marks

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ସ୍ନାତକ ଡାକ୍ତରୀ ପାଠ୍ୟକ୍ରମରେ ପ୍ରବେଶ ପାଇଁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍ ୟୁଜି) ୨୦୨୫ କମ୍ପ୍ୟୁଟର ଆଧାରିତ ପରୀକ୍ଷା ପରିବର୍ତ୍ତେ ଓଏମଆର ସିଟ୍ ରେ ପେନ୍ ଏବଂ ପେପର୍ ମୋଡ୍ ରେ କରାଯିବ ।

ପରୀକ୍ଷା ଗୋଟିଏ ଦିନ ଏବଂ ଗୋଟିଏ ସିଫ୍ଟରେ କରାଯିବ ।

ଏନଟିଏ ଦ୍ୱାରା ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ MBBS, BAMS, BUMS, BSMS, BHMS ଏବଂ ୨୦୨୫ ପାଇଁ ସଶସ୍ତ୍ର ସେନା ଚିକିତ୍ସା ସେବା ହସ୍ପିଟାଲରେ ବିଏସସି ନର୍ସିଂ ବିଷୟରେ ଆଡମିଶନ ନେବା ପାଇଁ ନିଟ୍ ୟୁଜି ଯୋଗ୍ୟତା ହାସଲ କରିବାକୁ ପଡ଼ିବ ।

By Nirvay

Leave a Reply

Your email address will not be published. Required fields are marked *