ଅଗଷ୍ଟ ୩ ତାରିଖରେ ଅନୁଷ୍ଠିତ ହେବ ନିଟ୍ ପିଜି ୨୦୨୫ ପରୀକ୍ଷା । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ପରୀକ୍ଷା ଅଗଷ୍ଟ ୩ ତାରିଖରେ ଗୋଟିଏ ସିପ୍ଟରେ କରାଯିବ। ନୂଆ ତାରିଖରେ ସୁପ୍ରିମକୋର୍ଟ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ-NBE  ର ଆବେଦନକୁ ମଞ୍ଜୁରୀ ଦେଇଛନ୍ତି। ଜୁନ୍‌ ୧୫ରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା

ସୂଚନା ଯୋଗ୍ୟ; ମୋଟ ପ୍ରାୟ ୨.୫ ଲକ୍ଷ ପ୍ରାର୍ଥୀ ଅଛନ୍ତି। ପ୍ରାୟ ୪୫୦ କେନ୍ଦ୍ର ଥିଲା। ଯେହେତୁ ଆମକୁ ଗୋଟିଏ ସିଫ୍ଟରେ ପରୀକ୍ଷା କରିବାକୁ ପଡିବ, ତେଣୁ ଆମକୁ ଅତିକମରେ ୫୦୦ କେନ୍ଦ୍ର ଆବଶ୍ୟକ। ଆମକୁ ନିଶ୍ଚିତ କରିବାକୁ ପଡିବ ଯେ କେନ୍ଦ୍ରଗୁଡ଼ିକ ସୁରକ୍ଷିତ, ଏଥିପାଇଁ ସମୟ ଲାଗିବ। ଏହା ପରେ ଛାତ୍ରଛାତ୍ରୀମାନଙ୍କୁ କେନ୍ଦ୍ରଗୁଡ଼ିକ ବିଷୟରେ ସୂଚନା ଦେବାକୁ ପଡିବ।

Leave a Reply

Your email address will not be published. Required fields are marked *