ପ୍ରକାଶ ପାଇଲା ଚଳିତ ବର୍ଷର ମେଡିକାଲ ସ୍ନାତ୍ତକତ୍ତୋର ଶିକ୍ଷା ପାଇଁ ଉଦ୍ଦିଷ୍ଟ ନିଟ୍ ପିଜି ପରୀକ୍ଷା ଫଳାଫଳ । ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ (ଏନବିଇଏମଏସ) ଆଜି ନିଟ୍ ପିଜି ୨୦୨୫ ର ଫଳାଫଳ ଘୋଷଣା କରିଛି । ଗତ ୩ ତାରିଖରେ ସାରା ଦେଶରେ ଏହି ପରୀକ୍ଷା ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ପରୀକ୍ଷା ଗୋଟିଏ ଥରରେ ଆୟୋଜନ ହୋଇଥିଲା । ଛାତ୍ରାଛାତ୍ରୀ https://natboard.edu.in ରେ ଲଗ-ଇନ କରି ନିଜର ଫଳାଫଳ ଜାଣିପାରିବେ । Post navigation ମହିଳା ବିଶ୍ୱକପ ୨୦୨୫ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା ଭୁବନେଶ୍ବରରେ ରିଙ୍ଗ ରୋଡକୁ ମଞ୍ଜୁରୀ ନେଇ ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ