କାନ୍‌ଭାସ ପରିବାର ପକ୍ଷରୁ ପାଳନ ହୋଇଛି ରାଉରକେଲା ଦିବସ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ହରିଚନ୍ଦନ ଯୋଗ ଦେଇଥିବା ବେଳେ ଉପସ୍ଥିତ ଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ, ରଘୁନାଥପଲ୍ଲୀ ବିଧାୟକ ଦୂର୍ଗାଚରଣ ତନ୍ତି, ପୂର୍ବତନ ଡିଜିପି ସତ୍ୟଜିତ ମହାନ୍ତି, ଡିଆଇଜ ବ୍ରଜେଶ ରାୟଙ୍କ ସମେତ ବରିଷ୍ଠ ନେତୃବୃନ୍ଦ । ଏହି ଅବସରରେ ‘ନିର୍ଭୟ’ର ସଂପାଦକ ନବୀନ ଦାସଙ୍କୁ ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।

Leave a Reply

Your email address will not be published. Required fields are marked *