ଯାଜପୁର ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଶତାଧିକ ମହିଳାଙ୍କ ବିକ୍ଷୋଭ । ବିଭିନ୍ନ ଦଫା ଦାବି ନେଇ ମିଶନ ଶକ୍ତିର ହଜାର ହଜାର ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରି ସେମାନେ ପ୍ରତିବାଦ ଜଣାଇଛନ୍ତି ଶକ୍ତି ମହିଳାମାନେ।

ସ୍ଥାୟୀ ନିଯୁକ୍ତି, ମହାସଂଘ ପୁନଃ ଗଠନରେ ସଂଶୋଧନ ଭଳି ୬ ଦଫା ଦାବି ନେଇ ପ୍ରତିବାଦ କରିଛନ୍ତି । ଦାବିପତ୍ର ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି । ଏହି ଆନ୍ଦୋଳନରେ ୫ ହଜାରରୁ ଉର୍ଦ୍ଧ୍ୱ ମିଶ ଶକ୍ତି ସଦସ୍ୟା ।

Leave a Reply

Your email address will not be published. Required fields are marked *