ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ହେତୁ ସମଗ୍ର ବିଶ୍ୱ ଏବେ ଠପ୍ । ଦିଲ୍ଲୀ ଏବଂ ମୁମ୍ବାଇ ସମେତ ବିଦେଶରେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଭୁବନେଶ୍ବରରେ ବି ବିମାନ ସେବା ପ୍ରଭାବିତ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ମାନୁଆଲ ଭାବେ ଯାତ୍ରୀଙ୍କ ଚେକ୍ ଇନ୍ ହେଉଛି ବୋଲି କହିଲେ। ବୋର୍ଡିଂ ପାସ୍ ମାନୁଆଲି ଦିଆଯାଉଛି। ବିମାନ ଛାଡ଼ିବାରେ ବିଳମ୍ବ ହେବ ବୋଲି କହିଛନ୍ତି। Post navigation ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ମୋଦିଙ୍କ ପ୍ରତିକ୍ରିୟା ୨୨ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି