ଭୁବନେଶ୍ଵର ସ୍ଥିତ ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିସ୍। ସିଂହ କ୍ରିଶ ଦିର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ହୋଇପଡିଥିବା ବେଳେ ଆଜି ସକାଳ ୯ଟାରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନଯୋଗ୍ୟ; ୨୦୦୪ରେ ନନ୍ଦନକାନନରେ ଜନ୍ମ ହୋଇଥିଲା କ୍ରିସ୍ । କ୍ରିସ୍‌ କଳ୍ପନା ଓ ଜିତ୍ ନାମକ ୨ଟି ଛୁଆ ଜନ୍ମ ଦେଇଥିଲା । ଜୁଲାଇ ୨୬ରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା କ୍ରିସ୍ । ତେବେ ଦୀର୍ଘ ଦିନର ଚିକିତ୍ସା ପରେ ଆଜି ଆଖି ବୁଜିଲା ସିଂହ ‘କ୍ରିସ’ ।

Leave a Reply

Your email address will not be published. Required fields are marked *