୧୮ ତମ ଲୋକ ସଭା ଅଧିବେଶନ କାଲିଠାରୁ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ବାଚସ୍ପତି ପଦ ପାଇଁ ଲୋକସଭାରେ ପ୍ରଥମ ଥର ହେବ ନିର୍ବାଚନ । ୧୯୪୬ ମସିହା ପରେ ୨୦୨୪ ମସିହାରେ ହେବାକୁ ଯାଉଛି ବାଚସ୍ପତି ନିର୍ବାଚନ ।

ଆଜି ବାଚସ୍ପତି ପଦ ପାଇଁ ନାମଙ୍କନ ଦାଖଲ କରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲା । ସେହିପରି ବିରୋଧୀ ଇଣ୍ଡିଆ ମେଣ୍ଟ ମଧ୍ୟ ବିଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇଛି । ମେଣ୍ଟ ପକ୍ଷରୁ କେ ସୁରଶଙ୍କୁ ବାଚସ୍ପତି କରିବା ନେଇ ପ୍ରାର୍ଥୀ କରାଯାଇଛି । ଦୁଇ ନେତା ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ତେଣୁ ଆସନ୍ତାକାଲି ଦିନ ୧୧ଟାରେ ବାଚସ୍ପତି ପଦ ପାଇଁ ଭୋଟ୍ ପଡିବ ।

Leave a Reply

Your email address will not be published. Required fields are marked *