ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ହିସାର କୋର୍ଟ । ମେ ୧୬ ତାରିଖରେ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ଦେବା ଅଭିଯୋଗରେ ହିସାରର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପୋଲିସ ଗିରଫ କରିଥିଲା । ରିମାଣ୍ଡ ସମୟରେ, ପୋଲିସ ତାଙ୍କୁ ଉତ୍ତର ଭାରତରେ ପାକିସ୍ତାନ ସହ ଜଡ଼ିତ ଗୁପ୍ତଚର ନେଟୱାର୍କ ସକ୍ରିୟ ହେବାର ସନ୍ଦେହରେ ପୁଙ୍ଖାନୁପୁଙ୍ଖ ପଚରାଉଚରା କରିଥିଲା । Post navigation ଗୁପ୍ତଚରୀ ପାଇଁ ସିଆରପିଏଫ୍ ଯବାନ ଗିରଫ ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି. କାମାତଙ୍କ କାର୍ଯ୍ୟକାଳ ବୃଦ୍ଧି