କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କର୍ମୀମାନଙ୍କୁ ଆଜି ଗୁରୁମନ୍ତ୍ର ଦେଇଛନ୍ତି। ବିଧାୟକ, ମନ୍ତ୍ରୀଙ୍କ ସ୍ଥାନ ଉପରେ ରହିଛି ବୋଲି କହିଲେ। ଜିଲ୍ଲାପାଳ ଓ ଅଫିସର ଆମ କଥା ମାନିବା ଦରକାର। ଅଫିସରଙ୍କଠାରୁ କର୍ମୀ, ବିଧାୟକ, ସାଂସଦ ଗୁରୁତ୍ବ ପାଇବା ଉଚିତ। ଯାହା ନବୀନଙ୍କ ସରକାର କଲା ନାହିଁ। ନବୀଙ୍କ ସରକାର ନେତୃବୃନ୍ଦଙ୍କୁ ଗୁରୁତ୍ୱ ନଦେଇ ପାଣ୍ଡିଆନଙ୍କ କଥାରେ ଚାଲିଲା। ଯାହାଫଳରେ ସେମାନଙ୍କ ଦୁର୍ଗତି ହେଲା। ଆଜି ତାର ପରିଣାମ ଭୋଗୁଛନ୍ତି। ଆଉ ସେମାନେ ଗଲେ ଆମେ ସରକାରକୁ ଆସିଲୁ। ତେଣୁ ନବୀନ ସରକାରଙ୍କ ଭୁଲ ଦୋହରାଇବା ନାହିଁ। Post navigation ବୁର୍ଲାରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଓଡ଼ିଶା ଧନୀ, ଓଡ଼ିଶାର ଲୋକେ ମଧ୍ୟ ଧନୀ ହେବେ: ମନମୋହନ ସାମଲ