ପହଲଗାମ ଆକ୍ରମଣର ପରେ ଭାରତ ଆଉ ପାକିସ୍ତାନ ମଧ୍ୟରେ ଉତେଚ୍ଚନ ବଢ଼ିବାରେ ଲାଗିଛି । ଭାରତ ସରକାର ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ପ୍ରହାର କରି ଚାଲିଛନ୍ତି ।  ପାକିସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରୁଛି ଭାରତ ।ପାକିସ୍ତାନକୁ ଭାରତର ଆଉ ଏକ ପ୍ରହାର କରିଛି । ଲୋକପ୍ରିୟ ପାକିସ୍ତାନୀ ଅଭିନେତା, ଅଭିନେତ୍ରୀ ଭାରତରେ ବ୍ୟାନ୍ କରାଯାଇଛି ।

ପ୍ରସିଦ୍ଧ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍, ହାନିଆ ଆମିର ଏବଂ ଅଲ୍ଲୀ ଜାଫରଙ୍କ ଭଳି କଳାକାରଙ୍କ ଇନଷ୍ଟା ଆକାଉଣ୍ଟ ଭାରତରେ ଆଉ ଶୋ କରିବ ନାହିଁ । ୧୦ରୁ ଅଧିକ ଫିଲ୍ମ ଷ୍ଟାରଙ୍କ ଇନଷ୍ଟାଗ୍ରାମ୍ ଓ ଅନ୍ୟ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି ।

Leave a Reply

Your email address will not be published. Required fields are marked *