ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିଲେ ସରକାର । ଯୋଜନା ବୋର୍ଡ ଭାଙ୍ଗିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନୁମୋଦନ ।ପୂର୍ବ ସରକାର ସମୟରେ ଏହି ପଦକୁ ଏକ ରାଜନୈତିକ ଥଇଥାନ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଥିଲେ । ନୂତନ ସରକାର ଆସିବ ପରେ ନିତି ଆୟୋଗ ଗଠନ ପରେ ରାଜ୍ୟ ଯୋଜନା ବୋର୍ଡର ସେଭଳି ଆବଶ୍ୟକତା ଅନୁଭୂତ ହେଉନାହିଁ। ସେଥିପାଇଁ ବିଜେଡି ସରକାର ଗଠନ କରିଥିବା ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିଲେ ନୂତନ ସରକାର । Post navigation ସୁନା ବେଶରେ ଦର୍ଶନ ଦେଉଛନ୍ତି ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତି ନବୀନଙ୍କ ଛାୟା ମନ୍ତ୍ରୀମଣ୍ଡଳ