ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ସହଯୋଗୀ ମାନେ ମିଶି ମାଡ଼ ମାରିବା ଅଭିଯୋଗ ଘଟଣାରେ ରାଜ୍ୟପାଳଙ୍କୁ ଭଟିଲେ ସଂପୃକ୍ତ ଏଏସ୍‌ଓଙ୍କ ପତ୍ନୀ ଓ ସଂଘ ନେତା । ରାଜ୍ୟପାଳଙ୍କୁ ଭେଟିବା ପରେ ସଂପୃକ୍ତ ଏଏସ୍‌ଓଙ୍କ ପତ୍ନୀଙ୍କ ପ୍ରତିକ୍ରିୟା । ସେ କହିଛନ୍ତି

ରାଜ୍ୟପାଳ ଆମକୁ ଡାକିଥିଲେ। ତାଙ୍କୁ ଭେଟି ସମସ୍ତ ଘଟଣା ବିଷୟରେ ବିସ୍ତୃତ ଭାବେ ଜଣାଇଲୁ । ରାଜ୍ୟପାଳ ଆମକୁ ନ୍ୟାୟ ଦେବାକୁ ଆଶ୍ବାସନା ଦେଇଛନ୍ତି । ଆମେ ନ୍ୟାୟ ଅପେକ୍ଷାରେ ରହିଛୁ ।

Leave a Reply

Your email address will not be published. Required fields are marked *