ୱାକଫ୍ ସଂଶୋଧନ ବିଲ୍ ୨୦୨୪ର ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ କରାଯାଇଛି, ଯେଉଁଥିରେ ୩୧ ଜଣ ରହିଛନ୍ତି। ଲୋକସଭାର ୨୧ ଜଣ ଏବଂ ରାଜ୍ୟସଭାର ୧୦ ଜଣ ସଦସ୍ୟ ଅଛନ୍ତି। ସଂସଦର ପରବର୍ତ୍ତୀ ଅଧିବେଶନ ସୁଦ୍ଧା କମିଟି ରିପୋର୍ଟ ଦାଖଲ କରିବ ବୋଲି ଆଶା କରାଯାଉଛି। ଗଠିତ କମିଟିର ୨୧ ଜଣ ଲୋକସଭା ସାଂସଦଙ୍କ ମଧ୍ୟରେ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ରହିଛନ୍ତି। ଏହି କମିଟି ବିଲ୍ ଉପରେ ଭଲ ଭାବେ ଯାଞ୍ଚ କରି ରିପୋର୍ଟ ଦାଖଲ କରିବ।

Leave a Reply

Your email address will not be published. Required fields are marked *