ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଗ୍ରାମୀଣ ଡାକ ସେବକ (ଜିଡିଏସ) ନିଯୁକ୍ତି ହାତେଇବା ମାମଲାରେ ବଲାଙ୍ଗିରରୁ ୫ ଜଣଙ୍କୁ ଚିହ୍ନଟ କରି ଗିରଫ କଲା କ୍ରାଇମବ୍ରାଞ୍ଚ CID । HSE ଓ ବିଭିନ୍ନ ବିଶ୍ବବିଦ୍ୟାଳୟ ନାଁରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିଲେ । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସମେତ ୧୭ ଜଣ ଗିରଫ ହୋଇଥିଲେ ।

ସୂଚନା ଯୋଗ୍ୟ; ୯ ମେ’ ୨୦୨୩ରେ ସିବିଆଇ ଦ୍ୱାରା ଏହି ମାମଲା ପଞ୍ଜିକୃତ କରାଯାଇଥିଲା। ଅଭିଯୋଗ ହୋଇଥିଲା ଯେ, ୨୦୨୩ ଜିଡିଏସ ନିଯୁକ୍ତି ପ୍ରକ୍ରିୟା ସମୟରେ କିଛି ପ୍ରାର୍ଥୀ ଚାକିରି ପାଇବା ପାଇଁ ଜାଲ୍ ମାଟ୍ରିକ୍ ସାର୍ଟିଫିକେଟ୍ ଦାଖଲ କରିଥିଲେ।

Leave a Reply

Your email address will not be published. Required fields are marked *