ସୀମା ବିବାଦକୁ ନେଇ ବସିଲା ହାଉସ୍ କମିଟି ବୈଠକ । ବାଚସ୍ପତିଙ୍କ ଅଧ୍ଯକ୍ଷତାରେ ବସିଲା ପ୍ରଥମ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟିର ବିଧାନସଭାରେ ବସିଲା ବୈଠକ ।ବିଭିନ୍ନ ଅଞ୍ଚଳର ସୀମା ସମସ୍ୟା ଉପରେ ବୈଠକରେ ଆଲୋଚନା । ଏହି ବୈଠକରେ ଉପ ବାଚସ୍ପତି , ଉପ ମୁଖ୍ୟମନ୍ତ୍ରୀ କନକ ବଦ୍ଧନ ସିଂହଦେଓ ଉପସ୍ଥିତ ରହିଛନ୍ତି । କୋଟିଆ, ପୋଲାଭରମ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡିଛି । ଏହା ସହ ବିଭିନ୍ନ ସୀମା ବିବାଦ ଅଞ୍ଚଳକୁ ଗସ୍ତ କରିବ କମିଟି । କୋଟିଆ, ଗଞ୍ଜାମ, ଗଜପତି, ବାଲେଶ୍ବର ଗସ୍ତ କରିବ କମିଟି । ଆଗକୁ ସବୁ ବିଭାଗର ଅଫିସରଙ୍କୁ ନେଇ ବଡର କମିଟି ବୈଠକ ନିଷ୍ପତ୍ତି ହେବ । Post navigation ଉପକୂଳ ରାଜପଥ ନିର୍ମାଣ ଟେଣ୍ଡର ବାତିଲ ରାଜ୍ୟବାସୀଙ୍କ ପାଇଁ ଏକ ଧୋକା: ବିଜେଡି ପୁରୀ ଜଗନ୍ନାଥଙ୍କ ଓ ଗରିବ ଲୋକଙ୍କ ଜମି ଉପରେ କ’ଣ ପାଇଁ ଆଖି ରଖିଛି ବେଦାନ୍ତ: ନିରଞ୍ଜନ ପଟ୍ଟନାୟକ