ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ASOଙ୍କୁ ମାଡ଼ ମାରିବା ଘଟଣାରେ ଏତଲା ହୋଇଛି, ଘଟଣାର ତଦନ୍ତ ଚାଲିଛି । ଘଟଣାରେ ସତ୍ୟାସତ୍ୟ ଥିଲେ ବିଚାରଯୋଗ୍ୟ । ଆଇନ ଏହା ଉପରେ ବିଚାର ଓ ତର୍ଜମା କରୁଛି ।ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥାଏ । ସେ ଆହୁରି ମଧ୍ଯ କହିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ ବହୁତ କଥା କହିଛନ୍ତି । ମମିତା ମେହେର, ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ କେଉଁଠି ଥିଲେ ।

Leave a Reply

Your email address will not be published. Required fields are marked *