ଗୁଜରାଟର ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ମାମଲା ପରେ ବଡ଼ ଆକ୍ସନ ନେଇଛି ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)। ଅହମ୍ମଦାବାଦ ଭୟଙ୍କର ବିମାନ ଦୁର୍ଘଟଣା ମାମଲା ପରେ ୩ କ୍ରିଉ ସଦସ୍ୟଙ୍କୁ ବହିଷ୍କାର ପାଇଁ ଏୟାର ଇଣ୍ଡିଆକୁ DGCA ନିର୍ଦ୍ଦେଶ ଦେଇଛି । ଲାଇସେନ୍ସ ଲାପ୍, ବିଶ୍ରାମ ଓ ନୂତନତା ଆବଶ୍ୟକତା ଦର୍ଶାଇ ବହିଷ୍କାର ନିର୍ଦ୍ଦେଶ ଦେଇଛି ଡିଜିସିଏ । ଏଥିସହ ଦୁଇଟି ଉଡ଼ାଣ ପାଇଁ କାରଣ ଦର୍ଶାଅ ନୋଟିସ୍, ମେ ୧୬ ବେଙ୍ଗାଲୁରୁ-ଲଣ୍ଡନ ବିମାନ ଉଡ଼ାଣ ନେଇ ସୋ କଜ୍ ନୋଟିସ ଏବଂ ପାଇଲଟ ୧୦ ଘଣ୍ଟାରୁ ଅଧିକ ସମୟ ଉଡ଼ାଣ କରିଥିବାରୁ ନୋଟିସ୍ ଜାରି କରିଛି ଡିଜିସିଏ । Post navigation ବିଶାଖାପାଟଣାରୁ ଅନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ ମୋଦି