Odisha Police SI Recruitment Exam Dates Announced
କମ୍ବାଇଣ୍ଡ ପୋଲିସ ସର୍ଭିସ ଏକ୍ଜାମିନେଶନ (CPSE) ୨୦୨୪ର ତୃତୀୟ ପେପର ପରୀକ୍ଷା ଯାହା ଅକ୍ଟୋବର ୪ ରେ ହେବାକୁ ଥିଲା ତାହା ଅକ୍ଟୋବର ୬କୁ ଘୁଞ୍ଚିଛି ।
 
ସିପିଏସଇ-୨୦୨୪ ତୃତୀୟ ପେପର ଫିଜିକ୍ସ, କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ରେ ହେବ । ଦିନ ୧୦ ଟାରୁ ଅପରାହ୍ନ ୧ ଟା ଭିତରେ ହେବ ପରୀକ୍ଷା
 
ପୂଜା ଭସାଣିକୁ ଦୃଷ୍ଟିରେ ରଖି ପରୀକ୍ଷା ସୂଚୀ ପରିବର୍ତ୍ତନ ନେଇ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (OPRB) ସୂଚନା ଦେଇଛି ।
 
ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ୫ର ଦୁଇଟି ପେପର ପରୀକ୍ଷା ପୂର୍ବ ସୂଚୀରେ ହେବ ।
CPSE-2024 Paper-III Rescheduled to October 6

By Nirvay

Leave a Reply

Your email address will not be published. Required fields are marked *