ଭିକେ ପାଣ୍ଡିଆନଙ୍କ ନାଁ ରେ ଦିଆଗଲା ଏତଲା । ଆଇନଜୀବୀ ସୁଧିର ଚରଣ ମହାନ୍ତିଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍ଙ୍କ ନାଁରେ ଏତଲା ଦିଆଯାଇଥିବା ସୂଚନା। ଅର୍ଥ ତୋଷରପାତ, ବିପୁଳ କଳା ଟଙ୍କାକୁ ଧଳା କରିବା, ଖଣି ମାଫିଆଙ୍କ ଠାରୁ କୋଟି କୋଟି ଟଙ୍କା ଉତ୍କୋଚ ନେବା ସହ ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଆଦି ଗୁରୁତର ଅଭିଯୋଗରେ ଦିଆଯାଇଛି ଏତଲା। ତାଙ୍କର ଏଭଳି କାର୍ଯ୍ୟ ରାଜ୍ୟର ବିକାଶରେ ପ୍ରତିବନ୍ଧକ ସାଜିଥିବାରୁ ଏକ କମିଟି ଗଠନ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ଆଇନଜୀବି ତଥା ସୂଚନା ଅଧିକାର କର୍ମୀ ସୁଧୀର ମହାନ୍ତି । Post navigation ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଝଟକା; ମିଳିଲାନି ଜାମିନ ଖୋର୍ଦ୍ଧାଠାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ରାଜ୍ୟ ବିଜେପି