Category: ରାଜ୍ୟ

ୱାକଫ୍‌ ବିଲ୍‌ ଭୋଟିଂ ବିଭାଜନ ପ୍ରସଙ୍ଗ: ନବୀନଙ୍କୁ ଚିଠି ଲେଖିଲେ ୭ ବିଜେଡି ଯୁବ ନେତା

ୱାକଫ୍‌ ବିଲ୍‌ ଭୋଟିଂ ବିଭାଜନ ପ୍ରସଙ୍ଗକୁ ନେଇ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦିନକୁ ଦିନ ଦଳର ସ୍ଥିତି ବହୁତ ସଙ୍ଗୀନ ହୋଇଥିବା ବେଳେ ୱାକଫ୍‌…

ବିଧାନସଭା ଘେରାଉ ମାମଲା: ଓଡିଶା ପ୍ରଥମ ଥର ପାଇଁ ପିସିସି ସଭାପତିଙ୍କ ସହ ୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ

ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ରୁଜୁ ହେଲା ମାମଲା । ନାରୀ ନିର୍ଯାତନା ପ୍ରସଙ୍ଗ ଓ ନିଜ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିବା ପ୍ରତିବାଦରେ ନିକଟରେ ବିଧାନସଭା ଘେରାଉ ଉଦ୍ୟମ ଅଭିଯୋଗରେ ପିସିସି…

ଡାଇରେକ୍ଟୋରେଟ ଅଫ ପବ୍ଲିକ ପ୍ରୋସିକ୍ୟୁସନ ପାଇଁ ବାହାରିଲା ୨୬୭ଟି ନୂଆ ପଦବୀ

ଓଡ଼ିଶା ସରକାରଙ୍କ ନ୍ୟାୟ ବିଭାଗ ଅଧୀନରେ ଥିବା ଡାଇରେକ୍ଟୋରେଟ ଅଫ ପବ୍ଲିକ ପ୍ରୋସିକ୍ୟୁସନ (ଡିପିପି) ପାଇଁ ବାହାରିଲା ୨୬୭ଟି ନୂଆ ପଦବୀ। ଏନେଇ BNSS ଧାରା ୨୦ ଅନୁସାରେ ପଦବୀ ସୃଷ୍ଟି ନେଇ ଓଡ଼ିଶାର ଗୃହ ବିଭାଗ ପକ୍ଷରୁ ଆଜି ସୂଚନା…

ଆଇଏଏସ୍ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର

ଅବସରପ୍ରାପ୍ତ ୧୯୮୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ କୁମାର ପରିଡ଼ା ମୁଖ୍ୟ ସୂଚନା ଆୟୁକ୍ତଭାବେ ନିଯୁକ୍ତ ହୋଇଛନ୍ତି । ଏହା ସହିତ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟ ଆଇନଜୀବୀ କଳ୍ପନା ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଆଇଏଏସ୍ ପବିତ୍ର ମଣ୍ଡଳ…

ନାଁ ନ ନେଇ କିଛି ବିଜେଡି ନେତାଙ୍କ ଉପରେ ବର୍ଷିଲେ ଦେବାଶିଷ ସାମନ୍ତରାୟ

ୱାକଫ ବିଲ୍ ଭୋଟିଂକୁ ନେଇ ବିଜୁ ଜନତା ଦଳରେ ଉଠିଥିବା ଝଡ ପ୍ରଶମିତ ହେବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଦଳର ପରାଜୟର କାରଣ କହିଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ । ବିଜେଡିର ପରାଜୟ…

ୱକଫ୍ ବିଲ୍ ଭୋଟିଂ ମାମଲା; ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି

ୱକଫ୍ ବିଲ୍ ସପକ୍ଷରେ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ଏବେ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦଳର ସ୍ଥିତି ପାଇଁ ବାରମ୍ୱାର ବସୁଛି ବୈଠକ ।…

ଅନ୍ଧାରରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଘର

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ପାତ୍ରପୁଟ ଗାଁରେ ଅନ୍ଧାରରେ ଅଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ଘର । ଦିନେ କି ଦୁଇଦିନ ନୁହେଁ ପ୍ରାୟ ସପ୍ତାହେ ଧରି ଅନ୍ଧାରରେ ଅଛନ୍ତି କମଳା ପୂଜାରୀଙ୍କ ପରିବାର । ଟଙ୍କା ନ ବାନ୍ଧିବାରୁ TPSODL…

ଦିଲ୍ଲୀ ଇନ୍‌ଭେଷ୍ଟର୍‌ସ ମିଟ୍ ରେ ୧୩ ଏମ୍‌.ଓ.ୟୁ ସ୍ୱାକ୍ଷରିତ, ୧୫ ନିବେଶ ପ୍ରସ୍ତାବ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଦିଲ୍ଲୀରେ ଇନ୍‌ଭେଷ୍ଟର୍‌ସ ମିଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ବିଶିଷ୍ଟ ଶିଳ୍ପପତିଙ୍କ ସହିତ ଆଲୋଚନା କରିବା ସହିତ ଓଡିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି । ତାଜ୍ ପ୍ୟାଲେସ୍ ଠାରେ ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ…

୨ ବର୍ଷରେ ରାଜ୍ୟର ଶକ୍ତିପୀଠକୁ ନେଇ ନିର୍ମାଣ ହେବ ଶକ୍ତିପୀଠ କରିଡର୍: ଉପମୁଖ୍ୟମନ୍ତ୍ରୀ

ରାଜ୍ୟର ଶକ୍ତିପୀଠକୁ ନେଇ ନିର୍ମାଣ ହେବ ଶକ୍ତିପୀଠ କରିଡର୍ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗସ୍ତ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି…

ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଧାଡି ଦର୍ଶନ ବ୍ୟବସ୍ଥା

ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ହେବ ଶ୍ରୀଜିଉଙ୍କ ଧାଡି ଦର୍ଶନ ବ୍ୟବସ୍ଥା। ଭକ୍ତ ମାନଙ୍କ ଭିଡକୁ ସୁବ୍ୟବସ୍ଥିତ କରିବା ଏବଂ ମନ୍ଦିର ଶୃଙ୍ଖଳା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରସ୍ତାବିତ ଧାଡ଼ି-ଭିତ୍ତିକ ଦର୍ଶନ ବ୍ୟବସ୍ଥା ଚଳିତ ମାସ ଶେଷ ସୁଦ୍ଧା ହେବ…