Category: ରାଜ୍ୟ

ଚାରି ଧାମକୁ ଯାତ୍ରା ପାଇଁ ଓଡ଼ିଶାରୁ ଚାଲିବ ସ୍ୱତନ୍ତ୍ର ବସ

ଏବେ ସହଜରେ ଓଡ଼ିଶା ବାସୀ କରିପାରିବେ ଚାରି ଧାମକୁ ଯାତ୍ରା । ଗୋଟିଏ ବସରେ ବସି ଶ୍ରଦ୍ଧାଳୁମାନେ ଚାରି ଧାମ ଦର୍ଶନ କରିପାରିବେ ରାଜ୍ୟବାସୀ। ପୁରୀରୁ ଅଯୋଧ୍ୟା,ତିରୁପତି,ମଥୁରା ଓ ବୃନ୍ଦାବନ ଭଳି ରାଜ୍ୟ ବାହାରେ ଥିବା ବିଭିନ୍ନ ତୀର୍ଥକ୍ଷେତ୍ରକୁ ସ୍ୱତନ୍ତ୍ର ବସ୍…

ଟାକୁଆ ପରେ ଉଠିଲାଣି ମିଲର୍ସଙ୍କୁ ଟଙ୍କା ମଗା ଅଭିଯୋଗ; ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବି କଲା ବିଜଦ

କନ୍ଧମାଳ ଜିଲାରେ ଆମ୍ବ ଟାକୁଆ ଜାଉ ଖାଇବା ଘଟଣାଟି ଭାଜପା ସରକାର ସକାଶେ କଳାଦାଗ ହୋଇଛି। ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଘଟଣାର ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଛନ୍ତି । ଏହି…

ନବୀନଙ୍କୁ ବିଜୁ -ଗୀତାଙ୍କଠାରୁ ପସନ୍ଦ ପାଣ୍ଡିଆନ

୨୪ବର୍ଷ ମୁଖ୍ୟମନ୍ତ୍ରୀ ରହିଥ‌ିବା ନବୀନ ପଟ୍ଟନାୟକ ଦେଖନ୍ତି ନିର୍ଭୟ ଗୁମର କଥା । ଏବେର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁମର କଥା ଦେଖୁଥିବା ସ୍ୱୀକାର କରିସାରିଛନ୍ତି । ତେବେ ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ପ୍ରଥମ ଥର…

କେଉଁଝର କଲେଜ ରାଗିଂ ଘଟଣା ରେ ୫ ଛାତ୍ର ଗିରଫ

କେଉଁଝର ସରକାରୀ ଇଞ୍ଜିନିୟରିଙ୍ଗ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗରେ ବୁଧବାର ଦିନ କେଉଁଝର ଟାଉନ ପୋଲିସ ପାଞ୍ଚ ଜଣ ଛାତ୍ରଙ୍କୁ ଅଟକ ରଖିଛି।ଗିରଫ ହୋଇଥିବା ଛାତ୍ରମାନଙ୍କୁ କଲେଜ ପ୍ରଶାସନ ଦ୍ୱାରା ଏକ ବର୍ଷ ପାଇଁ କଲେଜରୁ ନିଲମ୍ବିତ…

ଚୋରି ଘଟଣା କୁ ନେଇ ତାରାତାରିଣୀ ମନ୍ଦିର କୁ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପଠାଇଲା ବିଜେଡି

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦୈବୀପୀଠ ତାରାତାରିଣୀ ମନ୍ଦିରରୁ ଚୋରି ଘଟଣା ନେଇ ବିଜୁ ଜନତା ଦଳ ରାଜ୍ୟସରକାରଙ୍କ ଉପରେ ବର୍ଷିଛି | ଏହା ଘଟଣା ସ୍ଥଳକୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇଛି । ବିଜୁ ଜନତା ଦଳର ସଭାପତି ନବୀନ…

୨୦୨୭ ଶେଷ ସୁଦ୍ଧା ସରିବ ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ କାମ

ବହୁତ ଶୀଘ୍ର ରାଜ୍ୟରେ ଚାଲିବ ମେଟ୍ରୋ ଟ୍ରେନ୍‌ । ଏ ନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ। ସେ କହିଛନ୍ତି ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱରରେ ସରିବ ମେଟ୍ରୋ ପ୍ରକଳ୍ପ କାମ। ଏହି ପ୍ରକଳ୍ପ ପାଇଁ…

ଓଡ଼ିଶା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ୨୦୨୩ ଡିସେମ୍ବର ୧୫ରେ ଅନୁଷ୍ଠିତ ହେବାର ସମ୍ଭାବନା

ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (ଓପିଏସସି) ବୁଧବାର ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ୨୦୨୩-୨୪ପାଇଁ ସମ୍ଭାବ୍ଯ ତାରିଖ ଘୋଷଣା କରିଛି। ନୋଟିସ ଅନୁଯାୟୀ , ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା ଡିସେମ୍ବର ୧୫,୨୦୨୪ ରବିବାର ଦିନ ଧାର୍ଯ୍ୟ କରାଯାଇଛି |ଓପିଏସସି ଏକ…

ମନ୍ଦ ଉଦ୍ଦେଶ୍ୟ ରଖି ଆଦିବାସୀଙ୍କ ନାଁରେ ରାଜନୀତି କରୁଛି ବିଜେଡି: ବିଜେପି

ବିଜେପି ଆଜି ସାମ୍ୱାଦିକ ସମ୍ମିଳନୀ କରି ଆମ୍ବ ଟାକୁଆ ଜାଉ ଦ୍ଵାରା ମୃତ୍ୟୁ ବରଣ କରିଥିବା ମାମଲାରେ ବିଜେଡ଼ି କୁ ଟାର୍ଗେଟ କରି କହିଛନ୍ତି ବିଜେଡି ନେତ୍ରୀଙ୍କ ମିଛ କହିବାର ଅଭ୍ୟାସ ରହିଛି । ପ୍ରତିଦିନ ଗଣମାଧ୍ୟମର ସମୟ ନଷ୍ଟ କରିବାର…

ମୋ ବସ୍‌ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର; ଏଥର ସାବାଡ୍ ହେବେ ଅମାନିଆ ଡ୍ରାଇଭର

ଦିନକୁ ଦିନ ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମୋ ବସ୍‌ ଦୁର୍ଘଟଣା ଘଟାଇବା ନେଇ ଜନଅସନ୍ତୋଷ ବଢ଼ିବାରୁ ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ । ଏହି ସଂପର୍କରେ ଆଜି…

ଆରଡିସି ତଦନ୍ତ ପରିସରଭୁକ୍ତ ହେବେ କି ସିଏସଓ ଜ୍ଞାନେନ୍ଦ୍ର ମିଶ୍ର ?

କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କାର ଆମ୍ବ ଟାକୁଆ ଜାଉ ଭକ୍ଷଣ ଜନିତ ମୃତ୍ୟୁ ଘଟଣାର ତଦନ୍ତ କରିବେ ଆରଡିସି ବୋଲି ସରକାର ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ କନ୍ଧମାଳ ସିଏସଓ ଜ୍ଞାନେନ୍ଦ୍ର ମିଶ୍ର ଓ ଯୋଗାଣ ଅଧିକାରୀଙ୍କୁ ଆରଡିସି ତଦନ୍ତ…