Category: ରାଜ୍ୟ

ତାରା ତାରିଣୀ ମନ୍ଦିରରୁ ଚୋରି ଘଟଣା: ଷ୍ଟାଟସ୍ ରିପୋର୍ଟ ମାଗିଲେ ଦକ୍ଷିଣାଂଚଳ ରାଜସ୍ବ କମିଶନର

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରସ୍ଥିତ ପ୍ରସିଦ୍ଧ ମା’ ତାରା ତାରିଣୀ ମନ୍ଦିରରୁ ଅଳଙ୍କାର ଚୋରି ଘଟଣାରେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଜିଲ୍ଲା ପ୍ରଶାସନଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି।ମା’ ତାରା ତାରିଣୀ ମନ୍ଦିର ଦକ୍ଷିଣ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତିପୀଠ ଏବଂ ପଡ଼ୋଶୀ ଅଞ୍ଚଳ,…

ବ୍ରହ୍ମପୁର-ଜୟପୁର ହାଇ-ସ୍ପିଡ଼ କରିଡର ଓ ଗ୍ରୀନ ଫିଲଡ଼ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

୭ ନଭେମ୍ୱର ୨୦୨୪-ପ୍ରସ୍ତାବିତ ବ୍ରହ୍ମପୁର-ଜୟପୁର ହାଇ-ସ୍ପିଡ଼ କରିଡର ଓ ଗ୍ରୀନ ଫିଲଡ଼ ପ୍ରକଳ୍ପ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ, ଗଜପତି,ରାୟଗଡା ଓ କୋରାପୁଟ ଜିଲ୍ଲା…

ଡିସେମ୍ବର ସୁଦ୍ଧା ଓଡ଼ିଶାରେ ସରକାରୀ ଶିକ୍ଷାନୁଷ୍ଠାନ ପାଇବେ ଜମି ପଟ୍ଟା

ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ଦିଆଯିବ ବୋଲି ବିଧାନସଭାରେ ଘୋଷଣା କରିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ | ଆଜି ଅତିରିକ୍ତ ମୁଖ୍ଯ ଶାସନ ସଚିବ ଏବଂ ଅନ୍ଯ ବିଭାଗର ସଚିବଙ୍କ ସମେତ ରାଜସ୍ୱ ଓ ବ୍ଯୟ ପରିଚାଳନା ବିଭାଗର…

ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରାଯିବ- ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ ଆୟୋଜିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ(Sensitization) କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ…

ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ହେବ ବାଲିଯାତ୍ରା

ତଳ ପଡ଼ିଆ ସହ ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ହାଇକୋର୍ଟ ବାଲିଯାତ୍ରା ପ୍ରସଙ୍ଗରେ ଶୁଣାଣି କରି ଉପର ପଡିଆରେ ବାଲିଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ଅନୁମତି…

ବଲାଙ୍ଗୀର ରେ ଯୋଗାଣ ଅଧିକାରୀ ଦ୍ୱାରା ବିଧବା ମହିଳା ଙ୍କ ବଳାତ୍କାର

ଏକ ନିନ୍ଦନୀୟ ଘଟଣାରେ, ବଲାଙ୍ଗିରର ଆଗଲପୁର ପୋଲିସ ଷ୍ଟେସନର ବୁଦୁଲା ଗ୍ରାମ ପଞ୍ଚାୟତ ଠାରେ ଜଣେ ଯୋଗାଣ ସହାୟକ ଜଣେ ବିଧବା ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଦାବି କରିଛନ୍ତି ଯେ ଅଭିଯୁକ୍ତ ଗିରିଶ ଚନ୍ଦ୍ର ସାହୁ…

ଗ୍ରାହକଙ୍କୁ ମିଳିଲା ସାମାନ୍ୟ ଆଶ୍ବସ୍ତି, କମିଲା ସୁନା ଦର

ବିବାହ ମାସ ପୂର୍ବରୁ ସାମାନ୍ୟ ହ୍ରାସ ପାଇଲା ସୁନା ଦର । ଉଭୟ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଗୁରୁବାର ହ୍ରାସ ଘଟିଛି । ଏମସିଏକ୍ସ ଅନୁଯାୟୀ ସୁନା ଦର ୦.୨୯ ପ୍ରତିଶତ ହ୍ରାସ ପାଇଛି ।…

ରାଜ୍ୟର ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ

ରାଜ୍ୟର ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ। ଏବେ ପର୍ଯ୍ୟନ୍ତ ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ହୋଇସାରିଥିବା ବେଳେ ଅବଶିଷ୍ଟ ଗ୍ରାମରେ ବହୁତ୍ ଶୀଘ୍ର ହେବ ବୋଲି ଗୁରୁବାର ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଉପରେ…

ଆମ ୧୨ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରିଦେଲା ବିଜେପି: ନବୀନ ପଟ୍ଟନାୟକ

ଶଙ୍ଖ ଭବନ ରେ ଅନୁଷ୍ଠିତ ହୋଇଥିଲା ସଭ୍ୟ ସଂଗ୍ରହ ଅଭିଯାନ ସମ୍ମିଳନୀ ରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେଡି ର ହଉଥିବା ଅପପ୍ରଚାର କୁ ବିରୋଧ କାରିବା ପାଇଁ ଆହ୍ୱାନ କରିଛନ୍ତି । ବିଜେଡି ଶାସନ…

ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ

ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ। ଏନେଇ ସୂଚନା ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ଗହମ ଆସି ଯାଇଛି କିନ୍ତୁ ସରକାରୀ ସ୍ତରରେ କାମ ସରି…