Category: ରାଜ୍ୟ

ଗୁପଚୁପ୍ ଦହିବରା ଓ ଚୁସକି ପାଇଁ ବଢିଛି ଜଣ୍ଡିସ୍!

ସମ୍ବଲପୁର ସହରରେ ପୁଣିଥରେ ଦେଖାଦେଇଛି ଜଣ୍ଡିସ୍‌ ଆତଙ୍କ। ଦିନକୁ ଦିନ ବଢୁଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ୮୨ ଆକାନ୍ତ ହେଲେଣି ଚିହ୍ନଟ । ବିଶେଷ କରି ସହରର କୁମ୍ଭାରପଡା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି ।ସମ୍ବଲପୁର…

ରାଜୁଆ ନଦୀରେ ମରି ଭାସୁଛନ୍ତି ଶହଶହ ମାଛ

ନଦୀରେ ମରି ଭାସୁଛନ୍ତି କୁଢ଼ କୁଢ଼ ମାଛ।ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ପ୍ରବାହିତ ହେଉଥିବା ରାଜୁଆ ନଦୀରେ ଦେଖିବାକୁ ମିଳିଛି ମାଛ ମଡ଼କ । ଦୂଷିତ ପାଣି ଯୋଗୁଁ ମାଛ ମରୁଥିବା ଅନୁମାନ କରାଯାଉଛି । କୁହାଯାଉଛି କି ଭୁବନେଶ୍ବର ଓ…

ରଥଯାତ୍ରା ୨୦୨୪: ଜୁଲାଇ ୭ ସନ୍ଧ୍ୟା ୫ଟାରେ ଟଣାହେବ ରଥ

ଶେଷ ହୋଇଛି ନୀତି ସବ୍ କମିଟି ଓ ଛତିଶା ନିଯୋଗର ଯୁଗ୍ମ ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଜୁଲାଇ ୭ ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ ଅପରାହ୍ନ ୫ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଛି।…

ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକ

ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ନୂତନ ଭାବେ ଦାୟିତ୍ୱଗ୍ରହଣ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି ।ବୈଠକରେ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ଅନୁମୋଦନ…

ସମ୍ବଲପୁରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା

ସମ୍ବଲପୁରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଭିନ୍ନ ଶିକ୍ଷାନୁଷ୍ଠାନର ଜମିଜମା ମାମଲାର ସମୀକ୍ଷା କରିଛନ୍ତି। ଡିସେମ୍ବର ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନର ଜମିଜମା ମାମଲା ସମାଧାନ ହେବ ବୋଲି କହିଛନ୍ତି। ଜମି ନଥିବା ସରକାରୀ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ଦିଆଯିବ ବୋଲି ମନ୍ତ୍ରୀ…

ଆସନ୍ତାକାଲି କଳା ଦିବସ ପାଳିବ ବିଜେପି

ଆସନ୍ତାକାଲି କଳା ଦିବସ ପାଳିବ ବିଜେପି। ଜୁନ ୨୫ ଅର୍ଥାତ୍ ଆସନ୍ତା କାଲି ବିଜେପି କଳା ଦିବସ ପାଳନ କରିବାକୁ ଯାଉଛି। ଜୁନ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଗଣତନ୍ତ୍ର ଏବଂ…

ରଥଯାତ୍ରା ପାଇଁ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍

ରଥଯାତ୍ରା ପାଇଁ ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ୍। କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକରେ ରିଭ୍ୟୁ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ…

ବଦଳିପାରେ ‘ଲକ୍ଷ୍ମୀ’ ବସ୍‌ର ନାଁ

ବଦଳିବ ‘ଲକ୍ଷ୍ମୀ’ ବସ୍‌ର ନାଁ। ଲକ୍ଷ୍ମୀ ବସ୍‌କୁ ନେଇ ଚାଲିଛି ତର୍ଜମା। ନାଁରେ କିଛି ନାହିଁ, ସେବା ମିଳିବା ଦରକାର । ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସୂଚନା । ଏନେଇ ରାଜ୍ୟ ସଡ଼କ ପରିବହନ ନିଗମ ବୈଠକରେ ସମୀକ୍ଷା କରିଛନ୍ତି…

ଝୁମ୍ପୁରା ହାଇସ୍କୁଲରେ ସହପାଠୀଙ୍କ ସହ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି। ଆଜି ତାଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ। ପିଲାଦିନେ ପାଠ ପଢ଼ୁଥିବା ଝୁମ୍ପୁରା…

ଲୋକସଭାରେ ଶୂନ; ରାଜ୍ୟସଭାରେ ନାହିଁ ଶାଣିତ ସ୍ୱର

ଦଳ ଗଠନ ହେବା ଦିନଠୁ ବିଜେଡି ଶାସକ ଦଳରେ ରହି ଆସିଥିବା ବେଳେ ଏବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁଛି। ଆଜିଠୁ ୧୮ତମ ଲୋକସଭା ଅଧିବେସନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଥର ପାଇଁ ସିଟ ଖାଲି ପଡିଥିବା ଦେଖିବାକୁ…