Category: ରାଜ୍ୟ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବଣ୍ଟାଯିବ ୫୦ ହଜାର ଘର

ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଲୋକଙ୍କୁ ଭେଟି ଦେବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ…

ଫେରିବ ମହାପ୍ରଭୁଙ୍କ ଭୂସଂପତ୍ତି: ପୃଥ୍ୱୀରାଜ ହରିଚନ୍ଦନ

ଖୁବ ଶୀଘ୍ର ଫେରିବ ମହାପ୍ରଭୁଙ୍କ ଭୂ-ସମ୍ପତ୍ତି । ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଫେରାଇ ଆଣିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସଂପତ୍ତି…

ବେଆଇନ ଖଣି ଖନନ ମାମଲା; ଓଡ଼ିଶା ସରକାରଙ୍କ ଉପରେ ଏନଜିଟିର ଜରିମାନା

ବେଆଇନ ଖଣି ଖନନ ମାମଲାରେ ରିପୋର୍ଟ ଦାଖଲ ନକରିବା କାରଣରୁ ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲ (ଏନର୍ଜିଟି) ଓଡ଼ିଶା ସରକାରଙ୍କ ଉପରେ ଲଗାଇଛି ଜରିମାନା । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଢେଙ୍କାନାଳ ଜିଲ୍ଲାର ଗଁଦିଆ ଅଞ୍ଚଳରେ ଚାଲିଥିବା ବ୍ୟାପକ ବେଆଇନ ଖଣି କାର୍ଯ୍ୟକୁ…

ମୋହନ-ମନମୋହନ ଏଇଠି; ଗ୍ରହଣ ସପ୍ତାହ ପରେ ନିଗମ ନିଯୁକ୍ତି !

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏଠାରେ। ଭାଜପା ସଭାପତି ମନମୋହନ ସାମଲ ମଧ୍ଯ ଏଇଠି । ଗତ ଦୁଇମାସ ମଧ୍ୟରେ ଏହି ଦୁଇ ଶୀର୍ଷ ନେତା ଅନ୍ତତଃ ୩ଥର ଏଠାକୁ ଏକାଠି ଆସିଲେନି । ଚର୍ଚ୍ଚା ହେଉଛି ଯେ ହାଇକମାଣ୍ଡଙ୍କ ଚୂଡ଼ାନ୍ତ ଅନୁମୋଦନ…

ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର; ଏମ୍‌ସକୁ କରାଗଲା ସ୍ଥାନାନ୍ତର

ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମସ୍ କୁ ସ୍ଥାନାନ୍ତର କରାଯାଇଛି। ପ୍ରାରମ୍ଭିକ ଭାବେ ସେ ଏବେ ଏମ୍ସ ଟ୍ରମା କେୟାରରେ…

ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଲା

ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଛି । ୨୦୧୫ରେ ପ୍ରକାଶିତ ନିର୍ବାଚନ ବିଜ୍ଞପ୍ତିକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରି ୬ ସପ୍ତାହ ମଧ୍ୟରେ ନୂଆ ବିଜ୍ଞପ୍ତି ପ୍ରକାଶ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିଜ୍ଞପ୍ତି ସଂରକ୍ଷଣ…

ନବରଙ୍ଗପୁର ଜିଲ୍ଲାରେ ସାମ୍ବାଦିକଙ୍କୁ ଛୁରାମାଡ଼ ଘଟଣାରେ ଡିଜିପିଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ

ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏକ ଗଣମାଧ୍ୟମ ରିପୋର୍ଟର ସ୍ୱତଃ ସଂଜ୍ଞାନ ନେଇଛନ୍ତି, ଯେଉଁଥିରେ ଦର୍ଶାଯାଇଥିଲା ଯେ ୨୯ ଅଗଷ୍ଟ, ୨୦୨୫ ରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ନିଶାଶକ୍ତ ବ୍ୟକ୍ତି ଅନେକ ଥର ଛୁରାମାଡ଼…

ଆସନ୍ତାକାଲି ୫ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ଆସନ୍ତାକାଲି ଗୁରୁବାର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ । ଏହି ଅବସରରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିଲାଗି ସନ୍ଧ୍ୟା ଦୀର୍ଘ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏଁ…

ଭକ୍ତଙ୍କ ଗୁଲାମୀ ଉପାଖ୍ୟାନ

୨୦୧୪ରୁ ୨୦୨୪ ଯାଏଁ କଉଁ ନେତାଙ୍କର ପାଟି ଫିଟୁନଥିଲା ଶଙ୍ଖ ସରକାର ବିରୋଧରେ। କୌଣସି ବିରୋଧୀ ଦଳ ମିଡ଼ିଆ ବିରୋଧରେ ବି ଉଁ କି ଚୁଁ କହୁନଥିଲେ । ୨୦୨୪ ନିର୍ବାଚନ ଫଳ କିନ୍ତୁ ସବୁ ଦଳର ନେତାଙ୍କ ବାକ୍ ଶକ୍ତି…

ବିଜେଡି ଛାଡ଼ି କଂଗ୍ରେସ ମୁହାଁ ଭୂପିନ୍ଦର !

ବିଜେଡି ଛାଡ଼ିବା ନେଇ ସଂକେତ ଦେଲେ ବରିଷ୍ଠ ନେତା ଭୂପିନ୍ଦର ସିଂ। ବିଜେଡି ଛାଡ଼ିବା ସହ କଂଗ୍ରେସ ଘର ବାହୁଡ଼ାର ସଂକେତ ଦେଇଛନ୍ତି ଭୂପିନ୍ଦର । ସେ କହିଛନ୍ତି ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ ନୁହେଁ । ମୋର…