ତାଜା ଖବର ରାଜ୍ୟ Naveen Offers To Forgo Salary Hike: ନବୀନ ବର୍ଦ୍ଧିତ ଦରମା ନ ନେବା ପ୍ରସଙ୍ଗ: ଟାର୍ଗେଟ କଲେ ବିଜେପି ଓ କଂଗ୍ରେସ December 14, 2025 Papirani ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ନବୀନ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ବିଜେଡି ସୁପ୍ରିମୋକୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ବିଧାନସଭାରେ ନବୀନ…
ତାଜା ଖବର ରାଜ୍ୟ Moquim Letter To Sonia: ମୋକିମ୍ଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ପିସିସି ସଭାପତି ଭକ୍ତ ଦାସ December 14, 2025 Papirani କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ମହମ୍ମଦ ମୋକିମ୍ ଚିଠି ଲେଖିବା ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ମୁହଁ ଖୋଲିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି ଶୀଘ୍ର ଚାଲିଯିବା ଦରକାର। ରାହୁଲ ଗାନ୍ଧୀ ଓ…
ତାଜା ଖବର ରାଜ୍ୟ Delhi Pollution: ଦିଲ୍ଲୀରେ ବିପଜ୍ଜନକ ସ୍ତରକୁ ପହଞ୍ଚିଲା ପ୍ରଦୂଷଣ December 14, 2025 Papirani ଦିଲ୍ଲୀ-ଏନସିଆରରେ ଆଜି ବିଷାକ୍ତ କୁହୁଡ଼ିର ଘନ ଚାଦର ଘୋଡ଼ାଇ ହୋଇଛି। ଫଳରେ ସଂଘାତିକ ସ୍ତରରେ ଦିଲ୍ଲୀ ବାୟୁ ପ୍ରଦୂଷଣ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ ଆଜି ସକାଳ ୬ଟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଏକ ଚିନ୍ତାଜନକ…
ତାଜା ଖବର ରାଜନୀତି ରାଜ୍ୟ Naveen Forfeits Hiked Salary: ବିଧାୟକ, ମନ୍ତ୍ରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ବର୍ଦ୍ଧିତ ଦରମାକୁ ଗରିବଙ୍କ ପାଇଁ ଦାନ କରିବେ ନବୀନ ପଟ୍ଟନାୟକ December 13, 2025 Papirani ବିଧାୟକ, ମନ୍ତ୍ରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ଦ୍ଧିତ ଦରମାକୁ ଗରିବଙ୍କ ପାଇଁ ଦାନ କରିବେ । ଚିଠି ଲେଖି ଘୋଷଣା କଲେ ନବୀନ । ଗରିବ ଲୋକଙ୍କ ବିକାଶ…
ତାଜା ଖବର ରାଜନୀତି ରାଜ୍ୟ BJD Questions CM: ଦିଲ୍ଲୀରେ ରହିବ କି ଓଡ଼ିଶା ଶାସନର ଡୋରୀ: ବିଜେଡି December 13, 2025 Papirani ସ୍ୱତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ମାଝୀ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀରେ ଆରାମଦାୟକ ଭିଆଇପି ବଙ୍ଗଳା ନେବାର ଯଥାର୍ଥତାକୁ ପ୍ରଶ୍ନ କରିଛି ବିଜୁ ଜନତା ଦଳ । ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଲ୍ଲୀରେ…
ରାଜ୍ୟ KISS Student Death Case: ଭୁବନେଶ୍ୱର କିସ୍ରେ ୯ମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ December 13, 2025 Nirvay ଭୁବନେଶ୍ୱର କିସ୍ରେ ୯ମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି କେନ୍ଦୁଝର ଟାଉନ ଥାନା ଟିକର ଘୁମୁରାର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା । ଛାତ୍ରଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କ ବଡ଼ ମା’…
ରାଜ୍ୟ Cold Wave Grips Odisha: ସାରା ରାଜ୍ୟରେ ଶୀତ ଲହରୀ; ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ December 13, 2025 Nirvay ସାରା ରାଜ୍ୟରେ ଭୟଙ୍କର ଶୀତ, ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା । ଶୀତ ଲହରି ଜାରି ରହିବା ଆଶଙ୍କାରେ ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜାରି…
ରାଜ୍ୟ Odisha Fire Safety: ୧୦ ଦିନ ଭିତରେ ଭୁବନେଶ୍ୱରର ସବୁ ବାର୍ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା December 12, 2025 Nirvay ଭୁବନେଶ୍ୱର ସତ୍ୟବିହାର ସ୍ଥିତ ‘ନୋ ଲିମିଟ୍ ବାର୍’ ଅଗ୍ନିକାଣ୍ଡ ପରେ ରାଜ୍ୟରେ ଅଗ୍ନି ନିରାପତ୍ତା ନେଇ କଡାକଡି ଯାଞ୍ଚ ହେବ । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୧୦ ଦିନ ଭିତରେ ଭୁବନେଶ୍ୱରର ସମସ୍ତ ବାରରେ…
ତାଜା ଖବର ରାଜ୍ୟ Internet Restriction: ମାଲକାନଗିରିରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା December 12, 2025 Papirani ପୁଣି ବଢ଼ିଲା ଇଣ୍ଟରନେଟ କଟକଣା । ମାଲକାନଗିରିରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା । ଆସନ୍ତାକାଲି ମଧ୍ୟରାତ୍ର ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି। ଏମ୍ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ପ୍ରଶାସନର ନିଷ୍ପତ୍ତି…
ରାଜ୍ୟ CRPF Jawan Shoots Self: ନୂଆପଡ଼ାରେ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ December 12, 2025 Nirvay ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲାରେ । ସୁନାବେଡ଼ା ଅଭୟାରଣ୍ୟ ଢେକୁନ୍ପାନି CRPF କ୍ୟାମ୍ପରେ ସିଆର୍ପିଏଫ୍ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଡ୍ୟୁଟିରେ…