Category: ରାଜ୍ୟ

ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ବୁଡ଼ିଲା ପୋଲ

ରାଜ୍ୟରେ ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଚାରିଆଡେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଥିବାର ଦେଖାଯାଇଥିବା ବେଳେ ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ ଜାତୀୟ ରାଜପଥର କାଙ୍ଗୁରକୋଣ୍ଡା ଓ ପୋଟେରୁ ବ୍ରିଜ ଉପରେ ୪…

ସିଆରପିଏଫ୍ ସ୍ୱତନ୍ତ୍ର ଡିଜି ହେଲେ ଅମ୍ରିତ ମୋହନ ପ୍ରସାଦ

ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆରପିଏଫ୍ ସ୍ୱତନ୍ତ୍ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୫ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ଗୃହମନ୍ତ୍ରାଳୟର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। କ୍ୟାବିନେଟର ନିଯୁକ୍ତି କମିଟି ଅମୃତ…

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ବଡ଼ କାର୍ଯ୍ୟାନୁଷ୍ଠାନ; ହଟିଲେ ବିଏସଏଫ ଡିଜି ଓ ସ୍ୱତନ୍ତ୍ର ଡିଜି

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ବିଏସଏଫ ଡିଜି ଓ ସ୍ୱତନ୍ତ୍ର ଡିଜି ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସେମାନଙ୍କ ପଦବୀରୁ ହଟାଇ ଦେଇଛି। ବିଏସଏଫ ଡିଜି ପଦରୁ ବରିଷ୍ଠ ଆଇପିଏସ ନୀତୀନ ଅଗ୍ରୱାଲ ଓ ସ୍ପେଶାଲ ଡିଜି ପଦରୁ…

ରାତିରେ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରି ରାତିରେ ରୋଗୀ ମାନଙ୍କର କିପରି ଯତ୍ନ ନିଆ ଯାଉଛି ସେ ସମ୍ପର୍କରେ ପଚାରି ବୁଝିଛନ୍ତି। ରୋଗୀ ମାନଙ୍କୁ ସହିତ ଆଲୋଚନା କରି ସେମାନଙ୍କ ରହିବା,…

ସଂକଳ୍ପପତ୍ରର ପ୍ରାୟ ସମସ୍ତ ପ୍ରତିଶ୍ରୁତି ପୂରଣ ପାଇଁ ବ୍ୟୟବରାଦ ହୋଇଛି: ମନମୋହନ ସାମଲ

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି କୋରାପୁଟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଥିରେ ବିଧାୟକ ରୁପୁ ଭତ୍ରା, ବିଧାୟକ ରଘୁରାମ ମାଛ, ରାଜ୍ୟ ସାଧାରଣ ସମ୍ପାଦକ ପୂର୍ଣ୍ଣିମା କେର୍‌କେଟା, ରାଜ୍ୟ ସମ୍ପାଦକ ପୂର୍ଣ୍ଣମା ନାୟକ, ଜନସୂଚିତ ଜାତି…

ବିଭାରାଣୀ ଯୁବ ସମାଜ ପାଇଁ ପ୍ରେରଣା: ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଅଗଷ୍ଟ ୬ରେ ସେ ରୁଷିଆ ଓ ୟୁରୋପର ଉଚ୍ଚତ୍ତମ ଶୃଙ୍ଗ ମାଉଣ୍ଟ…

ଆକ୍ସନ ମୋଡ଼ରେ ସରକାର: ଖୋଲୁଛି କୁବେର ସରକାରୀ ଅଧିକାରୀଙ୍କ ଦୁର୍ନୀତିର ପେଡ଼ି

ସରକାରୀ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିବା ନିତିଦିନିଆ ଘଟଣା ହୋଇଗଲାଣି। ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଆକ୍ସନ ମୋଡ଼କୁ ଆସିଛି। ଦୁର୍ନୀତି, ଭ୍ରଷ୍ଟାଚାରମୁକ୍ତ ରାଜ୍ୟ ଗଠନ ପାଇଁ ପ୍ରୟାସ ଜାରି ରହିଛି। ଗତ କିଛିଦିନ ହେବ ବିଭିନ୍ନ ସରକାରୀ…

ଶ୍ରୀମନ୍ଦିରର ମହାପ୍ରସାଦରେ ଲଗିପାରିବନି ଅର୍ପଣ ଚାଉଳ

ମହାପ୍ରଭୁଙ୍କ ମହାପ୍ରସାଦରେ ଆଉ ଲାଗିପାରିବ ନାହିଁ ଶ୍ରଦ୍ଧାଳୁମାନେ ଅର୍ପଣ କରିଥିବା ଅର୍ପଣ ଚାଉଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ଅର୍ପଣ ରଥ ମାଧ୍ୟମରେ ମିଳିଥିବା ଚାଉଳ ଏବେ ନଷ୍ଟ ହେବାକୁ ବସିଲାଣି…

କଳିଙ୍ଗ ଷ୍ଟାଡିୟମ୍ ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର ଛାତରୁ ଖସିଲା ସିଲିଂ

କଳିଙ୍ଗ ଷ୍ଟାଡିୟମରେ ନିମ୍ନମାନର କାମ ହୋଇଥିବାର ଅଭିଯୋଗ ହୋଇଛି । ଆଜି କଳିଙ୍ଗ ଷ୍ଟାଡିୟମର ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର ସବୁ ଛାତରୁ ସିଲିଂ ଖସିପଡ଼ିଥିବା ବେଳେ ବର୍ଷା ହେଲେ ଅଷ୍ଟମ ମହଲାର ଛାତରୁ ପାଣି ଗଳୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି…

କେରଳ ୱାୟନାଡରୁ ସଡ଼କ ପଥରେ ଓଡ଼ିଶା ଆସୁଛି ଡାକ୍ତର ଚିନାରାଙ୍କ ମୃତଦେହ

କେରଳ ୱାୟନାଡରୁ ଆଜି ଓଡିଶା ଆସୁଛି ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ। ଏଣେ ପୁଅକୁ ଶେଷ ଥର ପାଇଁ ଟିକିଏ ଦେଖିବାକୁ ଅନାଇ ବସିଛନ୍ତି ପରିବାର ଲୋକେ । ପୁଅର ମୃତ୍ୟୁ ଖବର ଶୁଣି ପାଇଁ ଦୁଃଖରେ ଭାଙ୍ଗି…