Category: ରାଜ୍ୟ

ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାତ୍ରାର ଖର୍ଚ୍ଚକୁ ନେଇ ତଦନ୍ତ ଆରମ୍ଭ

ଭିକେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟରେ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତରେ ହୋଇଥିବା ଖର୍ଚ୍ଚକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ସେ କହିଛନ୍ତି ଭିକେ ପାଣ୍ଡିଆନଙ୍କ ଗସ୍ତରେ କୋଟି କୋଟି ଟଙ୍କା ହେଲିକପ୍ଟର ଖର୍ଚ୍ଚ ହୋଇଛି । ସେ…

ବିଜେଡି ପାଳିଲା ବିଶ୍ୱ ଆଦିବାସୀ ଦିବସ

ଆଦିବାସୀଙ୍କ ଭାଷା, ସଂସ୍କୃତିର ସୁରକ୍ଷା ଓ ଏହାକୁ ଗୁରୁତ୍ୱ ଦେବା ପାଇଁ ଅଗଷ୍ଟ ୯ ତାରିଖରେ ବିଶ୍ୱ ଆଦିବାସୀ ଦିବସ ପାଳନ ହେଉଛି। ଏହି ଅବସରରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି…

କ୍ରାନ୍ତି ଦିବସରେ ବଡ଼ ଘୋଷଣା: ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା

ଦେଶ ସ୍ବାଧୀନତାରେ ପ୍ରାଣବଳୀ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ଅଗଷ୍ଟ ୯ ତାରିଖକୁ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି । ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ତାଙ୍କୁ ସମ୍ମାନ ଦେବା ଏହି ଦିବସ ପାଳନର ଲକ୍ଷ୍ୟ ।…

ଫୁଲୁଛି ମହାନଦୀ; ୧୦ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢୁଛି। ଆଜି ଆଉ ୬ଟି ଗେଟ ଖୋଲିଥିବା ବେଳେ ମୋଟ ୧୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମହାନଦୀ ଫୁଲୁଛି।…

ଷ୍ଟାର୍ଟଅପ ଓଡ଼ିଶା ଦୁର୍ନୀତିର ତଦନ୍ତ ପାଇଁ କମିଟି ଗଠିତ

ଷ୍ଟାର୍ଟଅପ ଓଡ଼ିଶାରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାର ତଦନ୍ତ ହେବ। ଏଥିପାଇଁ ଏକ କମିଟି ଗଠିତ ହୋଇଛି। ଅର୍ଥ ବିଭାଗର ଅଧିକାରୀ, ଏମଏସଏମଇ ବିଭାଗ ଏବଂ ସାଧାରଣ ଉଦ୍ୟୋଗ ବିଭାଗକୁ ନେଇ ଏହି ଏକ କମିଟି ଗଠିତ ହୋଇଛି । କମିଟିରେ…

ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ି ଅଟକାଇ ପ୍ରତିବାଦ

ପଶ୍ଚିମବଙ୍ଗ ସରକାରଙ୍କ ଅସହଯୋଗ ପାଇଁ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଆଳୁ ଆସୁନି। ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନଛାଡିବାରୁ ଓଡ଼ିଶାରେ ଆଳୁ ସଂକଟ ଦେଖାଦେଇଛି । ଫଳରେ ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବ ନେଇ ତାତିଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ମଙ୍ଗୁଳି…

ଓଡ଼ିଶା ଫେରିଲେ ବରିଷ୍ଠ ଆଇପିଏସ ଅଫିସର ପାରୁଲ ଗୁପ୍ତା

କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିଛନ୍ତି ବରିଷ୍ଠ ଆଇପିଏସ ଅଫିସର ପାରୁଲ ଗୁପ୍ତା । ସେ ଓଡ଼ିଶା ଫେରିବା ପରେ ଡେପୁଟି ଡାଇରେକ୍ଟର ଇଣ୍ଟେଲିଜେନ୍ସ ବ୍ୟୁରୋ ଭାବେ ନିଯୁକ୍ତି ପାଇଛନ୍ତି । ଗୃହ ମନ୍ତ୍ରଣାଳୟ ପାରୁଲ ଗୁପ୍ତାଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନ ପାଇଁ ଦେଇଥିବା…

ଭାରତୀୟ ହକି ଟିମକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା

ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସରେ ଲଗାତର ଦୁଇଥର ପଦକ ଜିତି ଇତିହାସ ରଚିଛି। ଭାରତ ପାଇଁ ଆଜି ଗୌରବର ଦିନ। ଆମ ଦେଶର ଜାତୀୟ ଖେଳାକୁ ବିଶ୍ୱଦରବାରରେ ପରିଚିତ କରାଇ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାତର ଖେଳାଳୀ। ସବୁଆଡୁ…

ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଟିମ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପ୍ୟାରିସ ଅଲିମ୍ପିକସ୍‌ରେ ସ୍ପେନ ବିରୁଦ୍ଧରେ ଚମକପ୍ରଦ ବିଜୟ ହାସଲ କରି ବ୍ରୋଞ୍ଜ ପଦକ ପାଇଥିବାରୁ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ, ପ୍ରଶିକ୍ଷକ କ୍ରେଗ ଫଲଟନଙ୍କ ସହ ସମସ୍ତ ଖେଳାଳୀ ଓ ସହାୟକ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ…

ମଧ୍ୟାହ୍ନ ଭୋଜନ ଖାଇ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଶିରାପୁର ଗାଁରେ ଥିବା ଉଦୟ ନାରାୟଣ ନୋଡାଲ ବିଦ୍ୟାଳୟରେ ଏକ ଅଘଟଣ ଘଟିଯାଇଛି। ମଧ୍ୟାହ୍ନ ଭୋଜନ ଖାଇବା ପରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସୋର ଡାକ୍ତରଖାନାରେ ଭର୍ତ୍ତି…