ତାଜା ଖବର ରାଜନୀତି ରାଜ୍ୟ ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ଭାସ୍କର ରାଓ September 9, 2025 Papirani ବିଜେଡି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଜିଲ୍ଲା ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବାରୁ ବିଜେଡି ଛାଡ଼ିଥିବା…
ତାଜା ଖବର ରାଜ୍ୟ ପାଇପ୍ ଲାଇନ୍ ବିଛାଇବା ଉପରେ ଲାଗିଲା କଟକଣା; ଅନୁମତିପତ୍ର ଦେବା ବାଧ୍ୟତାମୂଳକ September 9, 2025 Papirani ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ ଲାଗିଲା କଟକଣା। ଏବେ ପାଇପ୍ ଲାଇନ୍ ବିଛାଇବା ପାଇଁ ୱାଟର୍ ବଡି କ୍ରସିଂ ଅନୁମତିପତ୍ର ଦେବା ବାଧ୍ୟତାମୂଳକ ଗାଇଡଲାଇନ୍ ସହ କଡ଼ା ନିର୍ଦ୍ଦେଶନାମା ଜାରି କଲା ଜଳ ସମ୍ପଦ ବିଭାଗ ।…
ରାଜନୀତି ରାଜ୍ୟ ହେବ ଦ୍ବିତୀୟ ଉପନିର୍ବାଚନ; ଓଡ଼ିଶା ମୁଡର ସାର୍ଟିଫିକେଟ୍ ଦେବେ ନୂଆପଡ଼ା ଭୋଟର September 9, 2025 Papirani ବିଜୁ ଜନତା ଦଳର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଛି। ନୂଆପଡ଼ା ଆସନରୁ ଚାରିଥର ଜିତିଥିଲେ ରାଜେନ୍ଦ୍ର ଢୋଲକିଆ। ସେ ଏତେ ପପୁଲାର ଯେ ୨୦୦୪ ନିର୍ବାଚନରେ ସ୍ବାଧୀନ ଭାବେ ଲଢି ବିଜଦ -ଭାଜପାର ମେଣ୍ଟ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ପରବର୍ତ୍ତୀ…
ଦେଶ ରାଜ୍ୟ ରିସ୍କ ନେବାକୁ ଡର, ଅନୁପସ୍ଥିତ ରହିବ ବିଜଦ September 9, 2025 Papirani ଉପ-ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବ ନାହିଁ ବିଜୁ ଜନତା ଦଳ । ଏହି ମର୍ମରେ ଦଳର ନିଷ୍ପତ୍ତି ଘୋଷଣା କରିଛନ୍ତି ରାଜ୍ୟସଭାରେ ଦଳର ନେତା ସସ୍ମିତ ପାତ୍ର । ଗତ ୫ତାରିଖ ନିର୍ଭୟ ସଂସ୍କରଣରେ ଏହା ହିଁ ପୂର୍ବାନୁମାନ କରାଯାଇଥିଲା। କୌଣସି…
ରାଜନୀତି ରାଜ୍ୟ ଶ୍ରୀମୟୀ ଆମ ସହିତ ଅଛନ୍ତି, ନବୀନ ବାବୁ ତାଙ୍କୁ ଗୁରୁ ଦାୟିତ୍ଵ ଦେଇଛନ୍ତି: ସ୍ନେହାଙ୍ଗିନୀ ଛୁରିଆ September 9, 2025 Nirvay ବିଜେଡିର ଆଭ୍ୟନ୍ତରୀଣ କନ୍ଦଳର ଆଉ ଏକ ଚିତ୍ର ଆଜି ପଦାକୁ ଆସିଛି । ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସୋସିଆଲ ମିଡିଆରେ ‘ମହାଭାରତର ଧୃତରାଷ୍ଟ୍ର’ ଉପାଖ୍ୟାନର ଉଦାହରଣ ଦେଇ ପରୋକ୍ଷରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିବାବେଳେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ…
ରାଜ୍ୟ ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ September 8, 2025 Nirvay ହଷ୍ଟେଲରୁ ବିଦା ହେଉଛନ୍ତି ଅଣଛାତ୍ର । ଅଣଛାତ୍ରଙ୍କୁ ବାହାର କରିବାକୁ ୟୁନିଭର୍ସିଟି କ୍ୟାମ୍ପସ୍ ଭିତରେ ଏକକାଳୀନ ଭାବେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ୧,୨,୩ ଓ ୫ ନମ୍ବର ହଷ୍ଟେଲରେ ବ୍ୟାପକ ଯାଞ୍ଚ ଚାଲଛି । ସକାଳ…
ରାଜନୀତି ରାଜ୍ୟ ବିଜେଡିର ନବନିଯୁକ୍ତ ଯୁବ ଛାତ୍ର ସଭାପତିଙ୍କ ଦାୟିତ୍ୱ ଗ୍ରହଣ September 8, 2025 Nirvay ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିକଟରେ ମନୋନୀତ ହୋଇଥିବା ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାପତି ଇପ୍ସିତା ସାହୁ ଆଜି ଶତାଧିକ ଯୁବ ଛାତ୍ର କର୍ମୀଙ୍କ ସହ ଏକ ପଟୁଆରରେ ଆସି ଶଙ୍ଖ ଭଵନରେ…
ତାଜା ଖବର ରାଜ୍ୟ ଭିତରକନିକାରେ ନିଖୋଜ ମା ପୁଅ ଉଦ୍ଧାର September 8, 2025 Papirani ଭିତରକନିକା ଜଙ୍ଗଲରୁ ନିଖୋଜର ୫ ଦିନ ପରେ ମା’ ପୁଅ ଜୀବିତ ଉଦ୍ଧାର । କଙ୍କଡ଼ା ଆଣିବାକୁ ଯାଇ ୩ ତାରିଖରୁ ନିଖୋଜ ହୋଇ ଯାଇଥିଲେ ମା ଓ ପୁଅ । ବନ ବିଭାଗର ୧୦ଟି ଟିମ୍ ଖୋଜାଖୋଜି ପରେ ସେମାନଙ୍କୁ…
ତାଜା ଖବର ରାଜ୍ୟ ଗଣେଶ ଭସାଣିରେ ଦୁଇଟି ଡିଜେ ଟ୍ରକ ଧକ୍କା ଘଟଣା: ଦୁଇ ଡିଜେକୁ ଜବତ୍ କରାଯିବା ସହ ଗୃହକୁ ସିଲ୍ କଲା ପୋଲିସ September 8, 2025 Papirani ଗଲା ଦୁଇ ଦିନ ତଳେ ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଫୁଲଟା ଗ୍ରାମରେ ଗଣେଷ ପୁଜା ବିସର୍ଜନ ବେଳେ ଦୁଇ ଗୋଷ୍ଠୀର ଡିଜେ ଘମାଘୋଟ ଲଢେଇ ଦେଖିବାକୁ ମିଳିଛି । ପରସ୍ପର ନିଜକୁ ଶକ୍ତିଶାଳୀ ଦେଖେଇ ହେବାକୁ ଦୁଇ ଡିଜେ ଗାଡ଼ି…
ତାଜା ଖବର ରାଜନୀତି ରାଜ୍ୟ ସୋସିଆଲ୍ ମିଡିଆରେ ଶ୍ରୀମୟୀଙ୍କ ଧୃତରାଷ୍ଟ୍ର ଉଦାହରଣ ନିଶାନା ! September 8, 2025 Papirani ସୋସିଆଲ୍ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ର। କାହା ନାଁ ନ ନେଇ ପରୋକ୍ଷରେ କଡ଼ା ଆକ୍ଷେପ କଲେ ଶ୍ରୀମୟୀ ମିଶ୍ର। ଶ୍ରୀମୟୀ କାହାକୁ ରାଜନୀତିରେ ‘ଧୃତରାଷ୍ଟ୍ର’ ଆଖ୍ୟା ଦେଇଛନ୍ତି ତାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର…