ରାଜ୍ୟ ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ନାବାଳକ ମୃତ June 18, 2024 Nirvay ଦେବୀନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ସମସ୍ତେ ଗୋଟିଏ ପରିବାରର। ମୃତକମାନେ ହେଲେ ଅସ୍ତରଙ୍ଗ ନିକଟ ବାଲିଡିଆ ଗ୍ରାମର ଓମ୍ ବେହେରା, ରୋହନ ବେହେରା, କାହ୍ନା ବେହେରା। ଘରକୁ ଆସିବାକୁ ବିଳମ୍ବ ହେବାରୁ ପରିବାର ଲୋକ…
ତାଜା ଖବର ଦେଶ ରାଜ୍ୟ ପିଏମ୍ କିଶାନ ନିଧି ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା June 18, 2024 Papirani ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ପିଏମ୍ କିଷାନ ସମ୍ମାନ ନିଧି ପ୍ରଦାନ ସମ୍ବନ୍ଧୀୟ ଫାଇଲରେ ଦସ୍ତଖତ କରିଥିଲେ । ମଙ୍ଗଳବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭…
ତାଜା ଖବର ରାଜନୀତି ରାଜ୍ୟ ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ ଘଟଣାରେ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ June 18, 2024 Papirani ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ପଡ଼ି ନାବାଳକ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ…
ରାଜ୍ୟ ବରଗଡ଼ରେ ପିଏମ କିଷାନ ଉତ୍ସବ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ June 18, 2024 Nirvay ଆଜି ଚାଷୀମାନଙ୍କୁ ମିଳିଛି ପିଏମ କିଷାନ ସମ୍ମାନ ନିଧି ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବାରଣାସୀରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ ଗସ୍ତ କରିଛନ୍ତି। ବରଗଡ଼ର ଜର୍ଜ…
ରାଜ୍ୟ ବିବାହ ବନ୍ଧନରେ ବାନ୍ଧି ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ June 18, 2024 Nirvay ବିବାହ ବନ୍ଧନରେ ବାନ୍ଧି ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ।ନେଦରଲାଣ୍ଡସରେ ବିବାହ କଲେ ଅରୁଣ ପଟ୍ଟନାୟକ। ଇନଷ୍ଟାଗ୍ରାମରେ ଅରୁଣଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ବାହାଘର ବେଳର ବିଭିନ୍ନ ଫଟୋ ଓ ଭିଡିଓ ମଧ୍ଯ ସେ ସେୟାର…
ତାଜା ଖବର ରାଜ୍ୟ ମୁକୁଳା ଡ୍ରେନରେ ଭାସି ଯାଇ ନାବାଳକଙ୍କ ମୃତ୍ୟୁ June 18, 2024 Papirani ବର୍ଷା ଯୋଗୁଁ ଆଜି ଭୁବନେଶ୍ବରରେ ଘଟିଛି ଅଘଟଣ। ଡ୍ରେନ୍ରେ ଭାସି ଯାଇଥିବା ନାବାଳକଙ୍କ ମୃତ୍ୟୁ ହୋଇଛି। ୟୁନିଟ ୩ ମସଜିଦ କଲୋନୀ ପାଖରେ ଥିବା ମୁକୁଳା ଡ୍ରେନ୍ରେ ଭାସିଯାଇଥିବା ୮ ବର୍ଷର ନାବାଳକର ମୃତ୍ୟୁ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର…
ରାଜ୍ୟ ୪୮ ଘଣ୍ଟା ବାଲେଶ୍ୱରରେ ଇଣ୍ଟରନେଟ୍ ସେବା ବନ୍ଦ June 18, 2024 Nirvay ବାଲେଶ୍ୱର ସହରରେ ବନ୍ଦ ହେଲା ଇଣ୍ଟରନେଟ ସେବା। ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ୍। ଶାନ୍ତ ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଏଭଳି ନିଷ୍ପତ୍ତିି ନେଇଛି। ଗତକାଲିଠାରୁ ଲାଗି ରହିଥିବା ଉତ୍ତେଜନା ପରେ ପୁରା ସହରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ…
ରାଜନୀତି ରାଜ୍ୟ ନବୀନ ଚାଲି ଯାଉଥିବା ଦେଖି ଛିଡ଼ା ହୋଇଗଲେ ଲକ୍ଷ୍ମଣ June 18, 2024 Nirvay ଆଜି ବିଧାନସଭାରେ ଶପଥ ଗ୍ରହଣ ସମୟରେ ନବୀନ ଚାଲି ଯାଉଥିବା ବେଳେ ତାଙ୍କୁ ଦେଖି ଅଟକି ଗଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ। ଛିଡ଼ା ହୋଇ ନିଜ ପରିଚୟ ଦେଇଥିଲେ ଶ୍ରୀ ବାଗ। ପରିଚୟ ପାଇବା ପରେ ଲକ୍ଷ୍ମଣ ବାଗଙ୍କୁ ଶୁଭେଚ୍ଛା…
ରାଜ୍ୟ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ June 18, 2024 Nirvay ବରଗଡ଼ ଜିଲ୍ଲାରେ ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ ଜଣଙ୍କ ପ୍ରାଣହାନୀ ଘଟିଥିବା ସୂଚନା ରହିଛି। ଝାରବନ୍ଧ ବ୍ଲକ୍ ଅନ୍ତର୍ଗତ ଗୋଠୁଗୁଡ଼ା ଗ୍ରାମ ପଞ୍ଚାୟତର ସଲଡିହି ଗ୍ରାମରେ ଏକ ପରିବାରର ତିନି ଜଣକର ମୃତ୍ୟୁ ଘଟିଥିବା ବେଲେ ଜଣେ ଗୁରୁତର ଥିବା…
ରାଜ୍ୟ କନିଷ୍ଠ ଶିକ୍ଷକ ଚୟନ ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି June 18, 2024 Nirvay ରାଜ୍ୟରେ କନିଷ୍ଠ ଶିକ୍ଷକ ଚୟନ ମାମଲାକୁ ନେଇ ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଓସେପା ପ୍ରକାଶ କରିଥିବା ମେରିଟ୍ ଲିଷ୍ଟ୍କୁ କାଏମ ରଖିଛନ୍ତି ମାନ୍ୟବର କୋର୍ଟ। ଏ ନେଇ ପୂର୍ବରୁ ପ୍ରକାଶ ପାଇଥିବା ଜଣିକିଆ ଖଣ୍ଡପୀଠଙ୍କ ରାୟରେ ସଂଶୋଧନ କରିଛନ୍ତି ଡିଭିଜନ…