ତାଜା ଖବର ରାଜ୍ୟ ହଟିଲା ସମ୍ବଲପୁରରୁ ଧାର୍ମିକ ଶୋଭାଯାତ୍ରା କଟକଣା July 10, 2024 Papirani ବର୍ଷକ ପରେ ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣା । ଜିଲ୍ଲା ପ୍ରଶାସନ ପକ୍ଷରୁ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣା ହଟିଛି। ବୁଧବାର ଜିଲା ପରିଷଦ ମିଟିଂ ହଲ୍ରେ ଆଗାମୀ ମହରମ ପର୍ବ ପାଳନ ପାଇଁ ଅନୁଷ୍ଠିତ…
ତାଜା ଖବର ରାଜ୍ୟ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିରେ ୨୬ ପ୍ରକଳ୍ପକୁ ମଂଜୁରୀ, ଚାକିରି ପାଇବେ ୧୯,୩୬୪ କର୍ମଚାରୀ July 10, 2024 Papirani ବୁଧବାର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କ ନେତୃତ୍ୱରେ ବସିଥିବା ରାଜ୍ୟ ସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୨୬ ପ୍ରକଳ୍ପକୁ ମଂଜୁରୀ । ଷ୍ଟିଲ, ପୋଷାକ ଆଦି ୨୬ ପ୍ରକଳ୍ପରେ ନିବେଶ ହେବ ୫୯୯୨ କୋଟି ଟଙ୍କା ।…
ତାଜା ଖବର ରାଜ୍ୟ ଗତକାଲି ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା July 10, 2024 Papirani ଗତକାଲି ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା। ସେ କହିଛନ୍ତି ଗତକାଲି ଯାହା ଘଟିଲା ତାହା ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କୁ ମର୍ମାହତ ଓ ଦୁଃଖିତ କରିଛି। କାଲିର ଘଟଣାରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି।…
ରାଜ୍ୟ ଆଡ଼ପ ପହଣ୍ଡି ଅଘଟଣ: ତଦନ୍ତ କରିବ ୩ ଜଣିଆ କମିଟି July 10, 2024 Nirvay ଆଡ଼ପ ପହଣ୍ଡି ଅଘଟଣ ନେଇ ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବଙ୍କ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ କରିବା ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ଜଣେ ଏଡିଏମ୍, ଉନ୍ନୟନ…
ରାଜ୍ୟ ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର July 10, 2024 Nirvay ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି। ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବଢ଼ିଲା। ଅଣକୁଶଳୀ ମଜୁରୀ ୩୫ରୁ…
ରାଜ୍ୟ ଚିଲିକାରେ ପକ୍ଷୀ ଶିକାର ବେଧଡ଼କ ଜାରି July 10, 2024 Nirvay ଚିଲିକାରେ ବେଧଡ଼କ ପକ୍ଷୀ ଶିକାର ଜାରି ରହିଛି। ଏବେ ପୁଣି ଭୁଷଣ୍ଡପୁର ନିକଟରୁ ୧୮ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ ହୋଇଛି। ଏହି ୧୮ ବିଦେଶୀ ମୃତ ପକ୍ଷୀ ଉଦ୍ଧାର ସହ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ବିଧାରପୁର…
ରାଜ୍ୟ ଆଡ଼ପ ବିଜେ ଅଘଟଣ: ତାରା ବାହିନୀପତିଙ୍କ ପ୍ରତିକ୍ରିୟା July 10, 2024 Nirvay କାଲି ଶ୍ରୀଜୀଉଙ୍କ ଆଡ଼ପ ବିଜେ ସମୟରେ ବଡ଼ଠାକୁର ଛାତ୍ରମାଲ୍ରୁ ପଡିଯାଇଥିଲେ। ଏହି ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଘଟଣାକୁ ରାଜ୍ୟ ସରକାର ସାମାନ୍ୟ କହିବା ଅତ୍ୟନ୍ତ ନିନ୍ଦନୀୟ। ରାଜ୍ୟ ସରକାରଙ୍କ ପାଇଁ ଘଟଣା ସାମାନ୍ୟ ହୋଇପାରେ,…
ରାଜ୍ୟ ବ୍ରହ୍ମପୁର ସିଜିଏସଟି ଅଫିସରେ ସିବିଆଇ ଚଢ଼ଉ July 10, 2024 Nirvay ବ୍ରହ୍ମପୁର ଅନନ୍ତନଗରସ୍ଥିତ ସିଜିଏସ୍ଟି ଅଫିସରେ ଚଢ଼ାଉ କରିଛି ସିବିଆଇ। ଲାଞ୍ଚ କାରବାର ଅଭିଯୋଗ ହୋଇଥିଲା। ଠିକାଦାରଙ୍କ ଟଙ୍କା ଫେରସ୍ତ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ। ଏ ନେଇ ୧୫ ଜଣିଆ ଟିମ ଚଢ଼ାଉ କରିଛି।
ରାଜ୍ୟ ବଡ଼ଠାକୁର ପଡ଼ିଯିବା ଘଟଣାରେ ସରକାରଙ୍କୁ ଘେରିଲା ବିଜେଡି July 10, 2024 Nirvay କାଲି ଆଡ଼ପ ପହଣ୍ଡି ବିଜେ ବେଳେ ଖସିପଡ଼ିଲେ ବଡ଼ଠାକୁର ବଳଭଦ୍ର। ଏହି ବିଭ୍ରାଟ ପାଇଁ ଆଜି ସରକାରଙ୍କୁ ଘେରିଛି ବିଜେଡି। ଏଭଳି ଅଘଟଣ ପାଇଁ ସମସ୍ତେ ବ୍ୟଥିତ, ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି ବିଜେଡି ନେତ୍ରୀ ସୁଲୋଚନା ଦାସ। ଏଭଳି…
ରାଜ୍ୟ ଆଡ଼ପ ମଣ୍ଡପ ଅଘଟଣ: ରିପୋର୍ଟ ଦେଲେ ଆଇନମନ୍ତ୍ରୀ July 10, 2024 Nirvay କାଲି ଆଡ଼ପ ପହଣ୍ଡି ବିଜେ ବେଳେ ବଡ଼ ଅଘଟଣ ଘଟିଥିଲା। ଝୁଙ୍କି ପଡ଼ିଥିଲେ ପ୍ରଭୁ ବଳଭଦ୍ର। ଏହି ଅଘଟଣ ପରେ ତୁରନ୍ତ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବାକୁ ଆଇନମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଣାର…