ରାଜନୀତି ରାଜ୍ୟ Odisha Rajya Sabha Election: ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲ୍ଲୀପ ରାୟ March 16, 2026 Nirvay ବିଜୟ ମହାପାତ୍ରଙ୍କ ଘରେ ଦିଲ୍ଲୀପ ରାୟ । ବାସଭବନକୁ ଯାଇ ବିଜୟ ମହାପାତ୍ରଙ୍କୁ ଭେଟି ଆଲୋଚନା କଲେ ଦିଲ୍ଲୀପ ରାୟ । ପରସ୍ପରକୁ ମିଠା ଖୁଆଇ ନୂଆ ବାର୍ତ୍ତା ଦେଲେ । ରାଜ୍ୟସଭା ନିର୍ବାଚନକୁ ନେଇ ଦିଲ୍ଲୀପ ରାୟଙ୍କୁ ଜିତାଇବା ପାଇଁ…
ତାଜା ଖବର ରାଜନୀତି ରାଜ୍ୟ Rajya Sabha Election: ରାଜ୍ୟସଭା ନିର୍ବାଚନ: ୧୧ ବିଧାୟକ କ୍ରସ୍ ଭୋଟିଂ କରିଥିବା ସୂଚନା March 16, 2026 Papirani ରାଜ୍ୟସଭା ନିର୍ବାଚନରେ ହୋଇଛି କ୍ରସ ଭୋଟିଂ । ରାଜ୍ୟସଭା ନିର୍ବାଚନରେ ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ ସୂଚନା । କଂଗ୍ରେସର ୩ ଓ ବିଜେଡିର ୬ ଓ ବିଜେଡିରୁ ନିଲମ୍ବିତ ୨ ବିଧାୟକଙ୍କ କ୍ରସ୍ ଭୋଟିଂ ହୋଇଥିବା ଜଣାପଡିଛି । କଂଗ୍ରେସରୁ…
ତାଜା ଖବର ରାଜ୍ୟ SCB Fire Tragedy: ଏସସିବି ଅଗ୍ନିକାଣ୍ଡ ଘଟଣା: ଆହତଙ୍କୁ ଭେଟିଲା କଂଗ୍ରେସ ଟିମ୍ March 16, 2026 Papirani କଟକ ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ଆହତଙ୍କୁ ଭେଟିଲା କଂଗ୍ରେସ ଟିମ୍। ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ନଗେନ୍ଦ୍ର ପ୍ରଧାନ, ପଞ୍ଚାନନ କାନୁନଗୋ ଭେଟିଲେ । ଏହା ସହ ମୃତକଙ୍କ ପରିବାରକୁ କୋଟିଏ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି କରିଛନ୍ତି…
ତାଜା ଖବର ଦେଶ ରାଜ୍ୟ SCB Medical Fire: ଏସସିବି ଅଗ୍ନିକାଣ୍ଡ ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ; ପିଏମଏନଆରଏଫରୁ ମିଳିଲା ସହାୟତା March 16, 2026 Papirani କଟକ ଏସସିବି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମୃତକଙ୍କ ପାଇଁ ୨ ଲକ୍ଷ…
ତାଜା ଖବର ରାଜ୍ୟ Fire In Cuttack SCB Hospital: ଏସ.ସି.ବି ଆଇସିୟୁରେ ଅଗ୍ନିକାଣ୍ଡ: ୧୦ ମୃତ; ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ March 16, 2026 Papirani କଟକ ଏସସିବି ବଡ ମେଡିକାଲର ଆଶୁ ଚିକିତ୍ସା ବିଭାଗର ଟ୍ରମା କେୟାର ଆଇସିୟୁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଭୟାବହ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି ।…
ତାଜା ଖବର ରାଜ୍ୟ Kalabaisakhi Wreaks Havoc: ମୟୁରଭଞ୍ଜରେ କାଳବୈଶାଖୀର ତାଣ୍ଡବ; ୨ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ଆହତ March 16, 2026 Papirani ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ଣରେ କାଳବୈଶାଖୀ ହୋଇଛି। ସବୁଠୁ ଅଧିକ ମୟୁରଭଞ୍ଜରେ ତାଣ୍ଡବ ରଚିଛି କାଳବୈଶାଖୀ । ପ୍ରବଳ ପବନ ଯୋଗୁଁ ଅନେକ ସ୍ଥାନରେ ଚାଳଘର ଭାଙ୍ଗିଛି। ସେହିପରି କାରକୁ କ୍ଷତି ପହଞ୍ଚାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି। ଏହା…
ତାଜା ଖବର ରାଜନୀତି ରାଜ୍ୟ BJD Issues Show Cause Notice: ଦୁଇ ବିଧାୟକଙ୍କୁ ସୋ କଜ ନୋଟିସ ଜାରି କଲା ବିଜେଡି March 16, 2026 Papirani ଦୁଇ ବିଧାୟକଙ୍କୁ ସୋ କଜ ନୋଟିସ । ରାଜ୍ୟସଭା ନିର୍ବାଚନ ପୂର୍ବରୁ, ହ୍ୱିପ୍ ସତ୍ତ୍ୱେ ଦଳୀୟ ବିଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଅଭିଯୋଗରେ ବିଜୁ ଜନତା ଦଳ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କୁ କାରଣ ଦର୍ଶାଅ…
ତାଜା ଖବର ରାଜନୀତି ରାଜ୍ୟ Rajya Sabha Election: ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିବାଦରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର March 15, 2026 Papirani ବିବାଦ ଘେରରେ ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ । କାଲି ରାଜ୍ୟସଭା ନିର୍ବାଚନ ଥିବାବେଳେ ଠିକ୍ ଏହା ପୂର୍ବରୁ ମୁଣ୍ଡ ଟେକିଛି ବିଜେଡିର ପାଣ୍ଠି ପ୍ରସଙ୍ଗ। ଦଳର ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ସହ ଜଡିତ ଡକ୍ୟୁମେଣ୍ଟ ପ୍ରକାଶ ପାଇବା ପରେ, ଦଳ ଏବଂ…
ତାଜା ଖବର ରାଜ୍ୟ Child Begging In Odisha: ରାଜ୍ୟରେ ହଟିବେ ଶିଶୁ ଭିକ୍ଷୁକ March 15, 2026 Papirani ଆଉ ଭିକ୍ଷା ମାଗିବେନି ଶିଶୁ । ରାଜ୍ୟର ବିଭିନ୍ନ ସହର ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ । ରାସ୍ତାକଡ଼ରେ ଅସୁରକ୍ଷିତ ଓ ଅସହାୟ ଅବସ୍ଥାରେ ରହୁଛନ୍ତି ଲକ୍ଷ ଲକ୍ଷ ଶିଶୁ । ତେଣୁ ଏମାନଙ୍କୁ ଚିହ୍ନଟ କରି ଉପଯୁକ୍ତ ଥଇଥାନ ଉପରେ…
ତାଜା ଖବର ରାଜନୀତି ରାଜ୍ୟ PCC Issues Show Cause Notice: ଦାଶରଥୀ ଗମାଙ୍ଗଙ୍କୁ ସୋ କଜ୍ ନୋଟିସ୍ March 15, 2026 Papirani ଦାଶରଥୀ ଗମାଙ୍ଗଙ୍କୁ ସୋ କଜ୍ ନୋଟିସ୍ । କାରଣ ଦର୍ଶାଅ ନୋଟିସ୍ ଜାରି କଲା PCC ଶୃଙ୍ଖଳା କମିଟି। ରାଜ୍ୟସଭା ନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ସମୟରେ ହଠାତ୍ ଅନୁପସ୍ଥିତି ପାଇଁ କମିଟି (OPCC) ଓଡ଼ିଶାର ମୋହନାର କଂଗ୍ରେସ ବିଧାୟକ ଦାଶରଥୀ…