Category: ରାଜ୍ୟ

ଓଡ଼ିଶା ସହିତ ୫ଟି ରାଜ୍ୟକୁ ମିଳିପାରେ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ

ଦିଲ୍ଲୀ ପାଇଁ ସ୍ଵତନ୍ତ୍ର ବର୍ଗ ମାନ୍ୟତା ପାଇଁ ଦାବି ମଧ୍ୟରେ କେନ୍ଦ୍ରର ଏନଡିଏ ସରକାର ବିକାଶ ଦୃଷ୍ଟିରୁ ପ୍ରାୟ ଛଅଟି ପଛୁଆ ରାଜ୍ୟକୁ ସ୍ଵତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ବିଚାର କରିପାରନ୍ତି। ଅଧିକାରୀ କହିଛନ୍ତି ଯେ ବିହାର ଏହି ଛଅଟି…

ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ବେଳେ ଶ୍ରୀମନ୍ଦିରକୁ ପ୍ରବେଶ ସହ ଦର୍ଶନ ମନା

ଗୁରୁବାର ପୁଣିଥରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁଭ ବେଳା ସକାଳ ୯ଟା ୫୧ରୁ ଦିନ ୧୨ଟା ୧୫ ଭିତରେ ଖୋଲିବ ତାଲା । ସନ୍ଧ୍ୟା ସୁଦ୍ଧା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର…

ବିଭିନ୍ନ ବିଭାଗ ଉପରେ ନଜର ରଖିବା ପାଇଁ ବିଧାୟକଙ୍କୁ ଦାୟିତ୍ୱ ଦେଲେ ନବୀନ

ଦୀର୍ଘ ୨୪ ବର୍ଷ କାଳ ଶାସନ କରି ବିଜେଡି ପ୍ରଥମ କରି ବିରୋଧୀ ଦଳର ଭୂମିକା ନିଭାଉଛି। ତେଣୁ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବା ପାଇଁ ବିଧାୟକଙ୍କୁ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ । ନିଜ ଦଳର ୫୦…

କଳାବାଘ ସଫାରି: ବୈଷୟିକ ଅନୁମୋଦନକୁ ରାଜ୍ୟ ସରକାରଙ୍କ ଅପେକ୍ଷା

ରାଜ୍ୟରେ କଳାବାଘ ସଫାରି ପ୍ରତିଷ୍ଠା ଦିଗରେ ଆଗକୁ ବଢ଼ିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ଓ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ବୈଷୟିକ କମିଟିର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ଚୂଡ଼ାନ୍ତ ଅନୁମୋଦନକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି।…

ଅଙ୍ଗଦାନ କରି ଅମର ହେଲେ ବିରେନ୍ଦ୍ର ସ୍ୱାଇଁ

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଅଧିନ ରେଢୁଆ ପଂଚାୟତର ବିଜଦ ସଭାପତି ତଥା ରେଢୁଆ କୃଷି ସମବାୟ ସମିତିର ବୋର୍ଡ ଡାଇରେକ୍ଟର ବିରେନ୍ଦ୍ର ସ୍ୱାଇଁ (୬୦) ଏକ କାର୍ ଧକ୍କାରେ ଗୁରୁତର ହୋଇ କଟକ ବଡମେଡିକାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ସମସ୍ତ…

ବଢ଼ିବନି ସୁନାବେଶ ଦର୍ଶନ ସମୟ

ଆଜି ଶ୍ରୀଜୀଉଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଛନ୍ତି। ଏହି ବେଶ ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟିଛି। ଯେ ଜଗନ୍ନାଥ ଧ୍ୱନିରେ କମ୍ପୁଛି ଶ୍ରୀକ୍ଷେତ୍ର। ହେଲେ ଏ ବର୍ଷ ବଢ଼ିବନି ସୁନାବେଶ ଦର୍ଶନର…

୨୫ ବର୍ଷ ଶାସନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ: ଲତା ଉସେଣ୍ଡି

ଆଗାମୀ ୫ବର୍ଷ ନୁହେଁ, ୨୫ ବର୍ଷ ପାଇଁ ଓଡ଼ିଶାରେ ବିଜେପି ସରକାର ଶାସନ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହେଉଛି। ଆଜି ଏକଥା କହିଛନ୍ତି ବିଜେପି ସହପ୍ରଭାରୀ ଲତା ଉସେଣ୍ଡି। ଆସନ୍ତା ୧୯ ତାରିଖରେ ପୁରୀରେ ବସିବ ବିଜେପିର ପରିବର୍ଦ୍ଧିତ…

ଆମ ଓଡ଼ିଶା ନବୀନ ଓଡ଼ିଶା ଅନୁଦାନର ଖୋଳତାଡ଼ ହେବ

ଆମ ଓଡ଼ିଶା ନବୀନ ଓଡ଼ିଶାରେ ମିଳିଥିବା ଅନୁଦାନର ଖୋଳତାଡ଼ ହେବ। ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ଼ କରିବେ ସରକାର। ଭଗବାନଙ୍କ ଭରସାରେ ଯୋଜନା ଚାଲିଥିଲା ବୋଲି କହିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । କିଛି ଯୋଜନା…

୨୦ରେ ବିଜେଡି ବିଧାୟକ ଦଳ ବୈଠକ

ଆସନ୍ତା ୨୦ ତାରିଖ ଅପରାହ୍ନରେ ଶଙ୍ଖ ଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିବେ। ବୈଠକରେ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି। ତାଙ୍କ ମାର୍ଗଦର୍ଶନରେ ସାଂସଦମାନେ କାମ କରିବେ…

ଭଙ୍ଗାଯିବ ଜବରଦଖଲକାରୀ ବଡ଼ବଡ଼ିଆଙ୍କ କୋଠା

ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର। ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା। ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠା ଭଙ୍ଗାଯିବ। ବଡ଼ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ ବୋଲି କହିଛନ୍ତି…