Category: ରାଜ୍ୟ

ଦବଙ୍ଗଗିରି କରି ରାଜନଗର ଥାନା ଏଏସଆଇ ନିଲମ୍ବିତ

ଭରତପୁର ଥାନା ବିବାଦ ଥମି ନଥିବା ବେଳେ ଏବେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଂଚଳରେ ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ମହିଂଷାସୁର ଛକରେ ଦୋକାନୀକୁ ପିଟିବା ଅଭିଯୋଗରେ ଏଏସଆଇ ନରେନ୍ଦ୍ର ସିଂ ନିଲମ୍ବିତ ହୋଇଛନ୍ତି। ଅଭିଯୋଗ ଆଧାରରେ ଏଏସଆଇଙ୍କ ନାଁରେ…

ସାଇବର୍ କାଫେରେ ଆରଆଇ ପରୀକ୍ଷାକୁ ନେଇ ବିବାଦ

ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ଓଏସ୍ଏସ୍ଏସସି ଦ୍ୱାରା ପରିଚାଳିତ ରାଜସ୍ବ ନିରୀକ୍ଷକ (ଆରଆଇ), ଆଇସିଡିଏସ୍ ସୁପରଭାଇଜର, ଏଆରଆଇ, ଅମିନ ଓ ଏସ୍ଏଫ୍ଏସ୍ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା କେନ୍ଦ୍ର ଥିବା ଭୁବନେଶ୍ୱରର ଏକ ସାଇବର କାଫେରେ ଉତ୍ତେଜନା ପ୍ରକାଶ…

ବାପାଙ୍କ ଠାରୁ ଭିନେ ପୁଅକୁ ମିଳିବ ପକ୍କା ଘର

ବାପାଙ୍କ ଠାରୁ ଭିନେ ହୋଇ ଅଲଗା ପରିବାର କରିଥିବା ପୁଅକୁ ମିଳିବ ପକ୍କା ଘର । ପିଏମ୍ ଆବାସ ଯୋଜନାରେ ଚତୁର୍ଥ ପର୍ଯ୍ୟାୟରେ ଆସୁଥିବା ପକ୍କା ଘର କ୍ଷେତ୍ରରେ କିଛି ପରିବର୍ତ୍ତନ କରିଛନ୍ତି ସରକାର । ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ…

ଭରତପୁର ଥାନା ମାମଲା: ନିଲମ୍ବିତ ୫ ପୋଲିସଙ୍କ ଆଗୁଆ ଜାମିନ ଆବେଦନ

ବହୁଚର୍ଚ୍ଚିତ ଭରତପୁର ଥାନାରେ ନିର୍ଯାତନା ଘଟଣାକୁ ନେଇ ବିଚାରବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଜି ନିଲମ୍ବିତ ୫ ପୋଲିସ ଆଗୁଆ ଜାମିନ ପାଇଁ ଆବେଦନ କଲେ । ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା…

ଭୁବନେଶ୍ବର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ: ମୁହାଁମୁହିଁ ହେଲେ ୨ ଗୋଷ୍ଠୀ

ଭୁବନେଶ୍ବର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ। ବିଜେଡ଼ିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ଭଦ୍ରକ ଜିଲ୍ଲା ସମୀକ୍ଷା ବେଳେ…

ପିଲାଙ୍କୁ ଛତୁଆ ବଦଳରେ ଦିଆଯିବ ମାଣ୍ଡିଆ !

ରାଜ୍ୟରେ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ପରିପୂରକ ପୃଷ୍ଟି ଯୋଜନାରେ ଛତୁଆ ସମେତ ଅନ୍ୟାନ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି । ହେଲେ ଅନେକ କ୍ଷେତ୍ରରେ ଦେଖାଦେଇଛି ଯେ ଶିଶୁ ଓ ଝିଅମାନଙ୍କୁ ପୃଷ୍ଟି ପାଇଁ ଯୋଗାଇ ଦିଆଯାଉଥିବା ଛତୁଆ ଅତି…

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ଅଫିସରେ ଥିବା ଇନଭର୍ଟର ଫାଟି ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ସମୟରେ କାର୍ଯ୍ୟାଳୟରେ କର୍ମଚାରୀମାନେ ରହିଥିଲେ କିନ୍ତୁ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି । କିନ୍ତୁ ସେଠାରେ…

ଦାୟିତ୍ବ ଗ୍ରହଣ କଲେ ନୂଆ ପୋଲିସ୍ କମିଶନର ସୁରେଶ ଦେବଦତ୍ତ ସିଂହ

ନୂଆ ପୋଲିସ୍ କମିଶନର ବା ସିପି ଭାବେ ନେଲେ ଦାୟିତ୍ୱ ନେଲେ ୧୯୯୮ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ସୁରେଶ ଦେବଦତ୍ତ ସିଂହ । ପୋଲିସ ସେବା ଭବନରେ ସଞ୍ଜୀବ ପଣ୍ଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ସୁରେଶ ଦେବଦତ୍ତ ସିଂ ।…

ଚାରି ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ବିଜେଡି

ଦିନକୁ ଦିନ ତେଜିଛି ଭୁବନେଶ୍ବର ବିଜେଡି ଦଳର ଭିତର ବିବାଦ। ସେଥିପାଇଁ ବିଜେଡି ତରଫରୁ ଆରମ୍ଭ ହୋଇଛି ଆକ୍ସନ ପ୍ରକ୍ରିୟା । ଦଳରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ୪ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଜିଲ୍ଲା ସଭାପତି ସୁଶାନ୍ତ…

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

ଆଜି ଭରତପୁର ଥାନାରେ ନିର୍ଯାତନା ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ । କମିଶନଙ୍କ ପ୍ରଥମ ବୈଠକ ପରେ ସଚିବଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି…